୩ରୁ ଖୋଲିବ ବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) : ଖୁବ୍‌ ଶୀଘ୍ର ଭକ୍ତ ପାଇଁ ଖୋଲିବ ଭଗବାନଙ୍କ ଦୁଆର। କରୋନା କଟକଣା ଯୋଗୁ ଦୀର୍ଘ ମାସ ଧରି ପ୍ରଭୁଙ୍କ ଦର୍ଶନକୁ ଆତୁର ହୋଇ ଚାହିଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର।  ଆସନ୍ତା ୨୩ରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଏହାପରେ ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର । ଲକ୍‌‌ଡାଉନ୍‌ ସମୟରୁ ବନ୍ଦ ରହିଥିବା ବଳଦେବଜୀଉ ମନ୍ଦିର ଖୋଲିବା ନେଇ ସୂଚନା […]

ken

ken

Niharika Rout
  • Published: Thursday, 17 December 2020
  • Updated: 17 December 2020, 07:38 AM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) : ଖୁବ୍‌ ଶୀଘ୍ର ଭକ୍ତ ପାଇଁ ଖୋଲିବ ଭଗବାନଙ୍କ ଦୁଆର। କରୋନା କଟକଣା ଯୋଗୁ ଦୀର୍ଘ ମାସ ଧରି ପ୍ରଭୁଙ୍କ ଦର୍ଶନକୁ ଆତୁର ହୋଇ ଚାହିଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର।  ଆସନ୍ତା ୨୩ରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର।

ଏହାପରେ ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର । ଲକ୍‌‌ଡାଉନ୍‌ ସମୟରୁ ବନ୍ଦ ରହିଥିବା ବଳଦେବଜୀଉ ମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ।

କୋଭିଡ ଗାଇଡଲାଇନ ଭିତରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ । ଗୋଟିଏ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ରହିବ । ଏହାସହ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos