ବଲାଙ୍ଗିର: ୧୮ରୁ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗିର:  ବ୍ଳକ୍ ଗ୍ରାଣ୍ଟ ଶିକ୍ଷକ ମାନଙ୍କୁ ସରକାରୀ ମାନ୍ୟତା ଓ ହାଇସ୍କୁଲ ଗୁଡିକୁ ସଂପୂର୍ଣ୍ଣ ଅନୁଦାନ ପ୍ରଦାନ ଦାବିରେ ଆସନ୍ତା ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନେଇଛି ବଲାଙ୍ଗିର ବ୍ଳକ୍ ଗ୍ରାଣ୍ଟ ଶିକ୍ଷକ ସଂଘ। ସେହିପରି ସମାନ ଦାବିରେ ଆସନ୍ତା ୧୦ ତାରିଖରୁ କାର୍ଯ୍ୟବନ୍ଦ ଡାକରା ଦେଇଛି ଓଷ୍ଟା। ଯାହାଫଳରେ ଓଷ୍ଟା ୧୦ ତାରିଖରୁ ଏବଂ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକ ସଂଘ ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ। ବାରମ୍ୱାର ଆନ୍ଦୋଳନ କରାଯାଉଥିଲେ […]

a

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 05:29 AM IST

ବଲାଙ୍ଗିର:  ବ୍ଳକ୍ ଗ୍ରାଣ୍ଟ ଶିକ୍ଷକ ମାନଙ୍କୁ ସରକାରୀ ମାନ୍ୟତା ଓ ହାଇସ୍କୁଲ ଗୁଡିକୁ ସଂପୂର୍ଣ୍ଣ ଅନୁଦାନ ପ୍ରଦାନ ଦାବିରେ ଆସନ୍ତା ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନେଇଛି ବଲାଙ୍ଗିର ବ୍ଳକ୍ ଗ୍ରାଣ୍ଟ ଶିକ୍ଷକ ସଂଘ। ସେହିପରି ସମାନ ଦାବିରେ ଆସନ୍ତା ୧୦ ତାରିଖରୁ କାର୍ଯ୍ୟବନ୍ଦ ଡାକରା ଦେଇଛି ଓଷ୍ଟା। ଯାହାଫଳରେ ଓଷ୍ଟା ୧୦ ତାରିଖରୁ ଏବଂ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକ ସଂଘ ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ। ବାରମ୍ୱାର ଆନ୍ଦୋଳନ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ବ୍ଳକ୍ ଗ୍ରାଣ୍ଟ ଶିକ୍ଷକ ମାନଙ୍କୁ ସରକାରୀ କରଣ କରୁନାହାନ୍ତି।  ଦାବି  ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଳାର ୧୨୦ ଟି ବ୍ଳକ୍ ଗ୍ରାଣ୍ଟ ସ୍କୁଲରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି  ଜିଲ୍ଲା ସଂଘ ସଭାପତି  ଡୋଳେଶ୍ୱର ବାରିକ କହିଛନ୍ତି।

Related story