ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇ ଲୁଟିନେଲା ବ୍ୟାଙ୍କ!

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଗ୍ରାହକଙ୍କ ବିଶ୍ୱାସରେ ବିଷ। ରକ୍ଷକ ହୋଇ ଭକ୍ଷକ ସାଜିଲା ଖୋଦ ବ୍ୟାଙ୍କ୍।  ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କର ପ୍ରାୟ ୧୨ ଜଣ ଜମାକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା। ତାଲପାଲିପଡ଼ାର ଗୌରଚନ୍ଦ୍ର ପୃଷ୍ଟି ଉକ୍ତ ବ୍ୟାଙ୍କରେ ୧ ଲକ୍ଷ ୭୨ ହଜାର ଟଙ୍କା ରଖିଥିଲେ। ଗତ ୪ ତାରିଖରେ ସେ […]

bolangir-cooperative-bank-fraud

bolangir-cooperative-bank-fraud

Manoranjan Sial
  • Published: Friday, 25 October 2019
  • Updated: 25 October 2019, 09:05 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଗ୍ରାହକଙ୍କ ବିଶ୍ୱାସରେ ବିଷ। ରକ୍ଷକ ହୋଇ ଭକ୍ଷକ ସାଜିଲା ଖୋଦ ବ୍ୟାଙ୍କ୍।  ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କର ପ୍ରାୟ ୧୨ ଜଣ ଜମାକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା।

ତାଲପାଲିପଡ଼ାର ଗୌରଚନ୍ଦ୍ର ପୃଷ୍ଟି ଉକ୍ତ ବ୍ୟାଙ୍କରେ ୧ ଲକ୍ଷ ୭୨ ହଜାର ଟଙ୍କା ରଖିଥିଲେ। ଗତ ୪ ତାରିଖରେ ସେ ପାସ୍‌ବୁକ୍‌ ଅପ୍‌ଡେଟ୍ କରିବା ପାଇଁ ବ୍ୟାଙ୍କକୁ ଯାଇଥିଲେ। ଏହି ସମୟରେ ସେ ଜାଣିବାକୁ ପାଇଲେ ଆକାଉଣ୍ଟରେ ରହିଛି ୩୬ ଟଙ୍କା। ଯାହାକୁ ନେଇ ସେ ତାଜୁବ୍ ହୋଇଯାଇ ଥିଲେ।

ସେହିପରି ଆଉ ଜଣେ ଆକାଉଣ୍ଟଧାରୀ ହେଉଛନ୍ତି ଦେବଶ୍ରୀ ପୁରୋହିତ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ୮୦ ହଜାର ଟଙ୍କା ସଞ୍ଚୟ ସାର୍ଟିଫିକେଟ୍ ଜରିଆରେ ଜମା ରଖିଥିଲେ। କିଛି ଦିନ ତଳେ ସୁଧ ବାବଦକୁ ମିଳିବାକୁ ଥିବା ୮ ହଜାର ଟଙ୍କା ଆଣିବା ପାଇଁ ଯାଇଥିବା ବେଳେ ତାଙ୍କ ପୂର୍ବରୁ ଏହି ଟଙ୍କା କେହି ଉଠାଇ ନେଇଥିବା କହିଥିଲ ବ୍ୟାଙ୍କ୍ କର୍ତ୍ତୃପକ୍ଷ।

ପୂର୍ବରୁ ବ୍ୟାଙ୍କରେ ଏଟିଏମ୍‌ କାର୍ଡର ସୁବିଧା ନଥିଲା। ବର୍ଷେ ତଳେ ଏଟିଏମ୍‌ କାର୍ଡ଼ ଦିଆଯାଇଥିଲା। ହେଲେ ଏକାଧିକ ଗ୍ରାହକ ଏଟିଏମ୍ ପାଇନଥିବା ଓ ଆକାଉଣ୍ଟରୁ ଟଙ୍କା ହରଣଚାଲ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଲୁଟ୍‌ର ଖିଅ ପାଇଛନ୍ତି ଶାଖା ପରିଚାଳକ। ଗ୍ରାହକଙ୍କ ପାଖରେ କାର୍ଡ ପହଞ୍ଚିବା ପୂର୍ବରୁ ଏହାକୁ କେହି ବ୍ୟାଙ୍କରୁ ଚୋରି କରି ଟଙ୍କା ଉଠାଇ ନେଇଥିବା ସ୍ପଷ୍ଟ ହୋଇଛି। ସେପଟେ ଲୁଟେରା ଜଣକ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ବୋଲି ପରିଚାଳକ ସଫେଇ ଦେଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story