ତିନି ଗୋଡ଼ିଆ ଶିଶୁର ଗୋଟିଏ ଗୋଡ଼ କାଢ଼ି ଦିଆଗଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଗୋଡିଆ ଶିଶୁ ସୁଦାମ ବେହେରାଙ୍କର ହେଲା ଅପରେସନ୍। ଭୁବନେଶ୍ୱର ଏମ୍ସରେ ତାଙ୍କ ଅଣ୍ଟା ପାଖରୁ ଜନ୍ମରୁ ବାହାରିଥିବା ତୃତୀୟ ଗୋଡ଼କୁ ଅପରେସନ୍ ଦ୍ୱାରା କାଢି ଦିଆଯାଇଛି। ସୋମବାର ପ୍ରାୟ ପାଞ୍ଚ ଘଣ୍ଟା କାଳ ଏମ୍ସର ଡାକ୍ତରୀ ଟିମ୍ ତାଙ୍କ ଅପରେସନ୍ କରିଛନ୍ତି। ଏବେ ସେ ଆଇସିୟୁରେ ଅଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ସୁଦାମଙ୍କ ବାପା-ମା କହିଛନ୍ତି। ତେବେ ସୁଦାମଙ୍କ ପାଇଁ ବଡ଼ ସମସ୍ୟା ହେଉଛି, ତାଙ୍କ ଆଖିକୁ ଭଲ ଦେଖାଯାଏନି କି କାନକୁ […]

aiims

aiims

Manoranjan Sial
  • Published: Tuesday, 12 November 2019
  • Updated: 12 November 2019, 06:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଗୋଡିଆ ଶିଶୁ ସୁଦାମ ବେହେରାଙ୍କର ହେଲା ଅପରେସନ୍। ଭୁବନେଶ୍ୱର ଏମ୍ସରେ ତାଙ୍କ ଅଣ୍ଟା ପାଖରୁ ଜନ୍ମରୁ ବାହାରିଥିବା ତୃତୀୟ ଗୋଡ଼କୁ ଅପରେସନ୍ ଦ୍ୱାରା କାଢି ଦିଆଯାଇଛି। ସୋମବାର ପ୍ରାୟ ପାଞ୍ଚ ଘଣ୍ଟା କାଳ ଏମ୍ସର ଡାକ୍ତରୀ ଟିମ୍ ତାଙ୍କ ଅପରେସନ୍ କରିଛନ୍ତି। ଏବେ ସେ ଆଇସିୟୁରେ ଅଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ସୁଦାମଙ୍କ ବାପା-ମା କହିଛନ୍ତି।

ତେବେ ସୁଦାମଙ୍କ ପାଇଁ ବଡ଼ ସମସ୍ୟା ହେଉଛି, ତାଙ୍କ ଆଖିକୁ ଭଲ ଦେଖାଯାଏନି କି କାନକୁ ଶୁଭେନି। ଏପରିକି ସେ କଥା କହିପାରୁନାହାନ୍ତି। ଏଥିଲାଗି ଆହୁରି ପାଞ୍ଚଟି ଅପରେସନ୍ ହେବ ବୋଲି ଜଣାପଡ଼ିଛି।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ବଡ଼ପୋଖରୀ ଗାଁର ମଧୁସୁଦନ ବେହେରାଙ୍କ ୧୧ ବର୍ଷର ପୁଅ ସୁଦାମର ତିନିଟି ଗୋଡ଼ ରହିଛି। ଏଥିଯୋଗୁ ସେ ଚଲାବୁଲା କରିପାରୁ ନ ଥିବା ବେଳେ ଠିକ୍‌ ଭାବେ ଶୋଇ ପାରୁନଥିଲା। ଅସହ୍ୟ ଯନ୍ତ୍ରଣାର ସାମ୍ନା କରୁଥିବା ସୁଦାମ ମାନସିକ ଭାବେ ମଧ୍ୟ ଅନଗ୍ରସର ଥିଲା।

ବୟସ ବଢ଼ିବା ସାଙ୍ଗକୁ ପୁଅର କଷ୍ଟ ବଢ଼ି ବଢ଼ି ଚାଲିଥିଲା। ସୁଦାମଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଦିନ ମଜୁରିଆ କାମ କରି ପରିବାର ପେଟ ପୋଷୁଥିବା ସୁଦାମଙ୍କ ବାପା-ମା’ଙ୍କ ରୋଜଗାର ସମୁଦ୍ରକୁ ଶଙ୍ଖେ। ତେଣୁ ସେମାନେ ପୁଅର ଚିକିତ୍ସା କରାଇବାକୁ ଅକ୍ଷମ ହୋଇଥିଲେ। ସୋଶାଲ ମିଡିଆରେ ଏହି ଖବର ପ୍ରସାରଣ ପରେ କିଛି ସ୍ୱେଚ୍ଛାସେବୀମାନେ ସୁଦାମଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଏହାପରେ ପିଲାଟି କିପରି ଉପଯୁକ୍ତ ଚିକିତ୍ସା ପାଇବ, ସେ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦ୍ୟମ ଆରମ୍ଭ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହାୟତା ଯୋଗୁ ଏମ୍ସ ଭୁବନେଶ୍ୱରରେ ଚିକିତ୍ସା ହୋଇଥିଲା। ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା ଅଧିନରେ ସୁଦାମଙ୍କ ଚିକିତ୍ସା ହେଉଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ ସହାୟତା ମିଳିନି। ତେବେ କେତେକ ସ୍ୱେଚ୍ଛାସେବୀ ସଂସ୍ଥା ସୁଦାମ ଓ ତାଙ୍କ ପରିବାରର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story