ବାଲେଶ୍ୱର: ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ପରୁଣାବାଲେଶ୍ୱର ଗାଁରେ ୨ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗବଗାଁର ସତ୍ୟରଞ୍ଜନ ଦାସ ଓ ରଞ୍ଜିତ ଦାସ। ପପୁ ଓ ଜୟନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କୁ ସଂଘବନ୍ଧ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ପୂର୍ବ ଶ୍ରତୁତାକୁ ନେଇ ଏଭଳି  ଘଟିଥିବା ପୋଲିସ୍‌ ଅନୁମାନ କରୁଛି। ଦୁଇ ଯୁବକ ଗବଗାଁରୁ […]

balasore-attack

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 02:48 PM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ପରୁଣାବାଲେଶ୍ୱର ଗାଁରେ ୨ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗବଗାଁର ସତ୍ୟରଞ୍ଜନ ଦାସ ଓ ରଞ୍ଜିତ ଦାସ।

ପପୁ ଓ ଜୟନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କୁ ସଂଘବନ୍ଧ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ପୂର୍ବ ଶ୍ରତୁତାକୁ ନେଇ ଏଭଳି  ଘଟିଥିବା ପୋଲିସ୍‌ ଅନୁମାନ କରୁଛି। ଦୁଇ ଯୁବକ ଗବଗାଁରୁ ଜଳେଶ୍ୱର ଆସୁଥିବା ବେଳେ ପୁରୁଣା ବାଲେଶ୍ୱର ଗାଁରେ ସେମାନଙ୍କ  ଉପରେ ଆକ୍ରମଣ ହୋଇଛି।

Related story