ତିନି ମିନିଟ୍‌ରେ ଗାନ କରାଯିବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩ ମିନିଟ ଭିତରେ ‘ବନ୍ଦେ ଉତ୍କଳ ଜନନୀ” ଗାନ କରାଯିବ। ସ୍ୱର, ଲୟ ଓ ତାଳ କଣ ହେବ ଏନେଇ ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ। ଏନେଇ ବିସ୍ତୃତ ଖସଡ଼ା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରସ୍ତୁତ କରିବ। ଆଜି ଏନେଇ ସୂଚନା ଦେଇଛନ୍ତି I & PR ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି।  କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ […]

banday-utkal-janane

banday-utkal-janane

Manoranjan Sial
  • Published: Monday, 08 June 2020
  • Updated: 08 June 2020, 03:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩ ମିନିଟ ଭିତରେ ‘ବନ୍ଦେ ଉତ୍କଳ ଜନନୀ” ଗାନ କରାଯିବ। ସ୍ୱର, ଲୟ ଓ ତାଳ କଣ ହେବ ଏନେଇ ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ। ଏନେଇ ବିସ୍ତୃତ ଖସଡ଼ା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରସ୍ତୁତ କରିବ। ଆଜି ଏନେଇ ସୂଚନା ଦେଇଛନ୍ତି I & PR ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି। 

କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ବହୁ ଦିନରୁ ଉଦ୍ୟମ ହୋଇଆସୁଥିଲା। ମାତ୍ର ଏହାକୁ ମାନ୍ୟତା ଦେଉନଥିଲେ ରାଜ୍ୟ ସରକାର। ଗତକାଲି ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।

ଉଦଘାଟନୀ, ଉଦଯାପନୀ ଏବଂ ଉଦବୋଧନ ସଙ୍ଗୀତ ଭାବେ ଏହାର ଗାନ କରାଯିବା ସମୟରେ ଏହି ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ। କିନ୍ତୁ ବୟସ୍କ, ଭିନ୍ନକ୍ଷମ, ଅସୁସ୍ଥ, ଶିଶୁ ଏବଂ ଗର୍ଭବତୀ ମହିଳାମାନେ ନମ୍ର ଭାବେ ବସି ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ।

ସୂଚନା ଯୋଗ୍ୟ, ୯ଟି ରାଜ୍ୟ ସେମାନଙ୍କ ରାଜ୍ୟ ସଂଗୀତ ପ୍ରଚଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story