ଘରକୁ ଫେରୁ ଫେରୁ ଗାଏବ ହୋଇଗଲେ ବ୍ୟାଙ୍କ କର୍ମଚାରୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍‌ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।  ଆଶଙ୍କାରେ ଥିବା ପରିବାର ଲୋକେ ପୁଅକୁ ଖୋଜି ବାହାର କରିବାକୁ ଗୁହାରୀ କରିଛନ୍ତି। ନିଖୋଜ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର । ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ର ଚେରୁପାଲି ଅଂଗନଦୀ ବ୍ରିଜ […]

missing

missing

Niharika Rout
  • Published: Thursday, 11 August 2022
  • Updated: 11 August 2022, 10:51 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍‌ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।  ଆଶଙ୍କାରେ ଥିବା ପରିବାର ଲୋକେ ପୁଅକୁ ଖୋଜି ବାହାର କରିବାକୁ ଗୁହାରୀ କରିଛନ୍ତି।

ନିଖୋଜ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର । ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ର ଚେରୁପାଲି ଅଂଗନଦୀ ବ୍ରିଜ ଉପରୁ ତାଙ୍କ ବାଇକ୍‌, ବ୍ୟାଗ, ହେଲମେଟ ମିଳିଥିବା ବେଳେ ତାଙ୍କ ପତ୍ତା ମିଳିପାରିନି।

ଦିବ୍ୟ ରଞ୍ଜନ ଗତକାଲି  ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ  ବ୍ୟାଙ୍କ କାମରେ ଯାଇଥିଲେ । ସନ୍ଧ୍ୟା ୬ ଟାରେ ନିଜ ସ୍ତ୍ରୀଙ୍କୁ କଲ କରି, ଘରକୁ ଫେରୁଥିବା କହିଥିଲେ । କିନ୍ତୁ ରାତି ୭ ଟା ପରେ ତାଙ୍କ ଫୋନ ସ୍ୱିଚ ଅଫ ହୋଇଯାଇଥିଲା । ତା’ପରେ ପରିବାର ଲୋକେ ବିନିକା ଅଞ୍ଚଳକୁ  ଯାଇ ଖୋଜାଖୋଜି କରିଥିଲେ ।

ବିଳମ୍ବିତ ରାତିରେ ଖବର ମିଲିଥିଲାଯେ, ଚେରୁପାଲି ବ୍ରିଜ ନିକଟରେ ଏକ ବାଇକ୍‌ ଛିଡ଼ା ହୋଇଛି। ପରିବାର ଲୋକେ ପହଞ୍ଚି ବାଇକ୍‌ ଓ ହେଲମେଟକୁ ଚିହ୍ନଟ କରିଥିଲେ । ବିଲମ୍ୱିତ ରାତିରେ ଲୋଇସିଂହା ଏବଂ ଡୁଙ୍ଗୁରିପାଲି ପୁଲିସ୍‌ ପହଞ୍ଚି ତଦନ୍ତ କରିଥିଲେ । ରାତି ହୋଇଯାଇଥିବାରୁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ବ୍ରିଜ ନିକଟକୁ ଆସି କୌଣସି ପ୍ରକାର ଖୋଜାଖୋଜି ନ କରି ଫେରି ଯାଇଥିଲା । ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି କରିବ ବୋଲି ଜଣାଯାଇଛି।

ପରିବାର ଲୋକଙ୍କ କହିବା କଥା, ଦିବ୍ୟରଞ୍ଜନଙ୍କର କେହି ଶତ୍ରୁ ନଥିଲେ । ପରିବାର ସହିତ ମଧ୍ୟ କାହାର କୌଣସି ବିବାଦ ନ ଥିଲା । ତେଣୁ ସେ ଆତ୍ମହତ୍ୟା କରିନଥିବେ । ଅନ୍ୟ କିଛି ଅଘଟଣ ହୋଇଥିବା ଆଶାଙ୍କା କରୁଛନ୍ତି ପରିବାର ଲୋକେ ।

ଏନେଇ ଦିବ୍ୟ ରଞ୍ଜନଙ୍କ ବାପା କେଶବ ଚରଣ ମିଶ୍ର କହିଛନ୍ତି, ମୋ ପୁଅ ଗତକାଲି ବିନିକା ଯାଇଥିଲା। ସେଠାରୁ ସନ୍ଧ୍ୟା ୬ଟାରେ ବାହାରିଥିଲା। ଏହାପରେ ତା’ର ମୋବାଇଲ ସୁଇଚ ଅଫ୍‌ ହୋଇଯାଇଥିଲା। ତା’ ବାଇକ୍‌, ହେଲମେଟ, ବ୍ୟାଗ ପାଇଛୁ।  ବହୁ ଖୋଜାଖୋଜି କରିକି ବି ତାକୁ ପାଉନୁ । ମୋ ପୁଅକୁ ଖୋଜି ଆଣିବାକୁ ମୁଁ ପୁଲିସ୍‌କୁ ଅନୁରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story