କଟକଣା ସହ ଖୋଲିଲା ବାପୁଜୀ ନଗର ମାର୍କେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତା ରକ୍ଷା ହେଉ ନ ଥିବା ଅଭିଯୋଗରେ ଗତ ୧୨ ତାରିଖରେ ବିଏମ୍‌ସି ପକ୍ଷରୁ ସିଲ୍ ହୋଇଥିବା ବାପୁଜୀ ନଗର ମାର୍କେଟ୍‌ ଆଜି ପୁଣି ଖୋଲିଛି।  ସ୍ୱତନ୍ତ୍ର SOP ସହ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି। ଦୋକାନ ଭିତରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ବାହାରେ ବିକ୍ରି ସାମଗ୍ରୀ ପ୍ରଦର୍ଶନ ନକରିବାକୁ SOPରେ ନିର୍ଦ୍ଦେଶ ରହିଛି। ଏଥିସହ ସକାଳ ୭ରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଦୋକାନ […]

bapujinagar--1

bapujinagar--1

Niharika Rout
  • Published: Friday, 15 May 2020
  • Updated: 15 May 2020, 02:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତା ରକ୍ଷା ହେଉ ନ ଥିବା ଅଭିଯୋଗରେ ଗତ ୧୨ ତାରିଖରେ ବିଏମ୍‌ସି ପକ୍ଷରୁ ସିଲ୍ ହୋଇଥିବା ବାପୁଜୀ ନଗର ମାର୍କେଟ୍‌ ଆଜି ପୁଣି ଖୋଲିଛି।  ସ୍ୱତନ୍ତ୍ର SOP ସହ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି।

ଦୋକାନ ଭିତରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ବାହାରେ ବିକ୍ରି ସାମଗ୍ରୀ ପ୍ରଦର୍ଶନ ନକରିବାକୁ SOPରେ ନିର୍ଦ୍ଦେଶ ରହିଛି। ଏଥିସହ ସକାଳ ୭ରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଦୋକାନର ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବେ।

ଉଲ୍ଲେଖଯୋଗ୍ୟ, ସାମାଜିକ ଦୂରତା ରକ୍ଷା ହେଉ ନ ଥିବା ଅଭିଯୋଗ ଆଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାପୁଜୀ ନଗରକୁ ବନ୍ଦ କରାଯାଇଥିବା ବିଏମ୍‌ସି ଜୋନାଲ୍ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଥିଲେ। ବାପୁଜୀ ନଗର ମାର୍କେଟରେ ଥିବା ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରହିବ ବୋଲି ସେ କହିଥିଲେ।  ହେଲେ ୩ ଦିନ ପରେ ଦୋକାନ ଖୋଲିବାକୁ ଅନୁମତି ମିଳିଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଖୁସି ଥିବା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story