ବାରବାଟୀ ଷ୍ଟାଡିୟମ୍ ଜମିକୁ ନେଇ ଆଉ ଏକ ମାମଲା: ୭ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ :  ବାରବାଟୀ ଷ୍ଟାଡିୟମ୍ ଜମି ସବଲିଜକୁ ନେଇ ହାଇକୋର୍ଟରେ ରୁଜୁ ହୋଇଛି ଆଉ ଏକ ମାମଲା। ଏହି ମାମଲାରେ ୭ ଜଣ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଜସ୍ୱ ସଚିବ, ଅବକାରୀ ସଚିବ ଏବଂ କମିଶନର, କଟକ ଜିଲ୍ଲାପାଳ ଓ କଟକ ସଦର ତହସିଲଦାର, ଓଡ଼ିଶା ଅଲମ୍ପିକ ଆସୋସିଏସନ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ।

ଆହୁରି ପଢ଼ନ୍ତୁ

ଅନାହାରରେ ଆଦିବାସୀ ମହିଳାଙ୍କ ଜୀବନ ଗଲା, ସ୍ୱୀକାର କରନ୍ତୁ ସରକାର: ନିରଞ୍ଜନ

ଭଦ୍ରକ ଏସପି ଓ ଆଇଆଇସିଙ୍କ ବିରୋଧରେ ଫେରାଦ ହେଲା ବିଜେପି

ରାଜ୍ୟସରକାରଙ୍କୁ ତୀର ମାରିଲେ ଦୂତୀ , କହିଲେ ଝିଅ ପାଇଁ ଟଙ୍କା ଖର୍ଚ୍ଚ କରି ପରେ ଲଜ୍ଜିତ କଲେ ବାପା

ରାଜ୍ୟକୁ ଫେରିଲା ଲକଡାଉନ! ଜାଣନ୍ତୁ କ’ଣ ଖୋଲିବ ଓ କ’ଣ ବନ୍ଦ

ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି: ନିହତ ପୂର୍ବରୁ ମୃତକ ବି ଜାଣୁନି….

ରାଉରକେଲା ସହର ଓ ୪ ଜିଲ୍ଲା ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ, ଦର୍ଶକ ଓ ସାମ୍ବାଦିକଙ୍କୁ ମନା

ବିଜେଡିର ଛାୟା କ୍ୟାବିନେଟ୍‌: ମନ୍ତ୍ରୀଙ୍କୁ ଭରସା ପାଉନି ନା ନେତାଙ୍କୁ ଲଲିପପ୍‌?

୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜରେ ମିଳିବ ଟେଲିମେଡିସନ୍‌ ସେବା

ଆଜି ଏଠାରୁ ଯାଉଛି କାଲି ଆଉ କେଉଁଠି ଦେଖା ହେବ…

ସୁସ୍ଥ ହେଲେ ୪୦୧ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟିଭି ଦେଖିବାକୁ ମାଆ ମନା କଲେ, ବିଷ ପିଇଦେଲା ଝିଅ !