ବରଗଡ଼: ସଡ଼କ ଦୁର୍ଘଟଣାରେ ୨ ମୃତ, ଜଣେ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି  ଥାନା ଅନ୍ତର୍ଗତ ଗୋପାଳପୁର ଛକ ଠାରେ ଆଜି  ଜଣେ ଯୁବକ ବାଇକ୍‌ରେ ବୃଦ୍ଧ ଦମ୍ପତିଙ୍କୁ ନେଇ ଯାଉଥିବା ବେଳେ ଏକ ଟାଟା ଏସି ଗାଡି ସହ ଧକ୍କା ହୋଇଥିଲା।  ଫଳରେ ଘଟଣାସ୍ଥଳରେ ବାଇକ୍‌ ଚାଳକ ଓ ବୃଦ୍ଧଙ୍କ ମୃତ୍ୟୃ ଘଟିଥିଲା। ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମୃତ ଓ ଆହତ ବୃଦ୍ଧାଙ୍କ ପରିଚୟ ମିଳି ପାରି ନାହିଁ । ସେମାନେ ଛତିଶଗଡ଼ ସରିଆ ଅଞ୍ଚଳର ବାସିନ୍ଦା ବୋଲି […]

death

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 01:40 PM IST

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି  ଥାନା ଅନ୍ତର୍ଗତ ଗୋପାଳପୁର ଛକ ଠାରେ ଆଜି  ଜଣେ ଯୁବକ ବାଇକ୍‌ରେ ବୃଦ୍ଧ ଦମ୍ପତିଙ୍କୁ ନେଇ ଯାଉଥିବା ବେଳେ ଏକ ଟାଟା ଏସି ଗାଡି ସହ ଧକ୍କା ହୋଇଥିଲା।  ଫଳରେ ଘଟଣାସ୍ଥଳରେ ବାଇକ୍‌ ଚାଳକ ଓ ବୃଦ୍ଧଙ୍କ ମୃତ୍ୟୃ ଘଟିଥିଲା। ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମୃତ ଓ ଆହତ ବୃଦ୍ଧାଙ୍କ ପରିଚୟ ମିଳି ପାରି ନାହିଁ । ସେମାନେ ଛତିଶଗଡ଼ ସରିଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରୁ ଟାଟା ଏସି ଡ୍ରାଇଭର୍‌ ଫେରାର୍‌ ହୋଇଯାଇଛି।

Related story