ବରଗଡ଼: ମିଛ କହି ନେଇ ଗଲେ କିଡନୀ, ଜଣେ ଅଟକ

ବରଗଡ଼: ବରଗଡ଼ ଜିଲ୍ଲା ତଳିପଡ଼ାର ଜଣେ ବ୍ୟକ୍ତି ତାଙ୍କର କିଡନୀ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ନାଁ ଅନୀଲ ସ୍ୱାମୀ। ତାଙ୍କଠାରୁ ଅଭିଯୋଗ ପାଇବା ପରେ ବରଗଡ଼ ଟାଉନ୍ ଥାନା ପୋଲିସ୍ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଦାଶରଥୀ ଦୋରାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନୀଲ ସ୍ୱାମୀ କହିଛନ୍ତି ଯେ ଘଟଣାଟି ୨୦୧୩ ମସିହାର। ସେତେବେଳେ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ସେ ଏକଥା ତାଙ୍କର […]

kidney

kidney

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 09:33 AM IST

Sports

Latest News

[caption id="attachment_60804" align="alignleft" width="300"]kidney ଅଭିଯୋଗକାରୀ ଅନୀଲ ସ୍ୱାମୀ[/caption]

ବରଗଡ଼: ବରଗଡ଼ ଜିଲ୍ଲା ତଳିପଡ଼ାର ଜଣେ ବ୍ୟକ୍ତି ତାଙ୍କର କିଡନୀ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ନାଁ ଅନୀଲ ସ୍ୱାମୀ। ତାଙ୍କଠାରୁ ଅଭିଯୋଗ ପାଇବା ପରେ ବରଗଡ଼ ଟାଉନ୍ ଥାନା ପୋଲିସ୍ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଦାଶରଥୀ ଦୋରାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନୀଲ ସ୍ୱାମୀ କହିଛନ୍ତି ଯେ ଘଟଣାଟି ୨୦୧୩ ମସିହାର। ସେତେବେଳେ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ସେ ଏକଥା ତାଙ୍କର ପଡ଼ୋଶୀ ଦାଶରଥୀ ଦୋରାଙ୍କୁ ଜଣାଇଥିଲେ। ଏହା ପରେ ଦାଶରଥୀ ଓ ତାଙ୍କର ଅନ୍ୟ ଜଣେ ଭାଇ ରାମକୃଷ୍ଣ ତାଙ୍କୁ ନେଇ ବୁର୍ଲା ମେଡିକାଲ ଓ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ତାଙ୍କର ଏକ କିଡନୀ ସମସ୍ୟା ହୋଇଯାଇଛି ବୋଲି କହିଥିଲେ ଦାଶରଥୀ ଓ ରାମକୃଷ୍ଣ। ଛୋଟ ଅପରେସନ୍ ଦ୍ୱାରା ଏହା ଠିକ୍ ହୋଇଯିବ ବୋଲି କହିଥିଲେ ଏହି ଦୁଇ ଭାଇ। ସେମାନେ ସରକାରୀ ଚାକିରିଆ। ତେଣୁ  ସରକାରୀ ଖର୍ଚ୍ଚରେ ସେମାନେ ତାଙ୍କର ଚିକିତ୍ସା କରାଇ ଦେବେ ବୋଲି କହିଥିଲେ। ତେବେ ଏଥିପାଇଁ ତାଙ୍କୁ ସେମାନଙ୍କ ଭାଇ ହେବାକୁ ପଡ଼ିବ ବୋଲି କହିଥିଲେ। ଯୋଜନା ଅନୁସାରେ ଜୟରାମ ଦୋରା ନାଁରେ ତାଙ୍କର ଜାଲ୍ ପରିଚୟପତ୍ର, ବ୍ୟାଙ୍କ୍ ପାସବୁକ୍ ଓ ଅନ୍ୟ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଥିଲା। ଏହା ପରେ ୨୦୧୩ ଅକ୍ଟୋବର ୫ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଶରୀରରୁ ଗୋଟିଏ କିଡନୀ କାଢ଼ି ନିଆଯାଇଛି।

ଅନୀଲ କହିଛନ୍ତି ଯେ ଦାଶରଥୀ ଓ ରାମକୃଷ୍ଣ ଏପରି କରିବା ପଛରେ ବିଶେଷ ଉଦ୍ଦେଶ୍ୟ ଥିଲା। ସେମାନଙ୍କର ଆଉ ଜଣେ ଭାଇ ରାଘବରାମ ଦୋରାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇ ଯାଇଥିଲା। ତେଣୁ ସେମାନେ ଯୋଜନା ବଦ୍ଧ ଭାବେ ତାଙ୍କୁ ଫସାଇ ତାଙ୍କର ଏକ କିଡନୀକୁ ନେଇ ରାଘବରାମଙ୍କଠାରେ ପ୍ରତ୍ୟାରୋପଣ କରିଛନ୍ତି।

ତେବେ ୨ ବର୍ଷ ଧରି ସେ କାହିଁକି ଚୁପ୍ ବସି ଥିଲେ ବୋଲି ପଚରା ଯିବାରେ ଅନୀଲ କହିଛନ୍ତି ଯେ ସେ ଖୁବ୍ ମାନସିକ ଆଘାତ ପାଇଛନ୍ତି। ସେଥିରୁ ବାହାରିବାକୁ ତାଙ୍କୁ ୨ ବର୍ଷ ଲାଗିଗଲା। କ’ଣ କରିବେ ଓ କ’ଣ ନ କରିବେ ଭାବି ଭାବି ଶେଷରେ ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ବରଗଡ଼ ଟାଉନ୍ ଥାନା ଆଇଆଇସି ବିଶ୍ୱାମିତ୍ର ହରପାଲ୍ କହିଛନ୍ତି ଯେ ଦାଶରଥୀ ଦୋରା, ରାମକୃଷ୍ଣ ଦୋରା ଓ ରାଘବରାମ ଦୋରାଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ସେମାନଙ୍କ ନାଁରେ ଆଇପିସିର ଧାରା ୪୧୯,୪୨୦,୪୬୮,୪୭୧,୫୦୬ ଓ ୧୨୦ (ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହା ସହିତ ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅରଗାନ୍ ଆକ୍ଟ ୧୯୯୪ର ଧାରା ୧୮,୧୯ ଓ ୨୦ ଅନୁଯାୟୀ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଦାଶରଥୀ ଦୋରାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story