ସିନ୍‌ ରିକ୍ରିଏଟ୍‌ କଲା ପୁଲିସ୍‌, ଡେମୋ ଦେଖାଇଲା ବର୍ଦ୍ଧନ

ଝାରସୁଗୁଡ଼ା(ଭାଗିରଥୀ ସାହୁ ): ବହୁ ଚର୍ଚ୍ଚିତ ହମିରପୁର ଡବଲ୍‌ ମର୍ଡ଼ର ଘଟଣାରେ ପ୍ରମାଣ ନଷ୍ଟ କରିବାକୁ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଉଭୟ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିବା ପୂର୍ବରୁ ପୁଲିସ୍‌ କହି ସାରିଛି। ହେଲେ ଏହି ହତ୍ୟାକାଣ୍ଡରେ ଇନୋଭା ବ୍ୟବହାର କରାଯିବା ସମ୍ପୂର୍ଣ୍ଣ ଘଟଣାକୁ ଅଧିକ ରହସ୍ୟ ଘେରକୁ ଟାଣି ନେଇଛି। ଅନ୍ୟପକ୍ଷେ ଗତକାଲି ବର୍ଦ୍ଧନକୁ ହମିରପୁରସ୍ଥିତ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡ ସିନ୍‌ର ରିକ୍ରିଏସନ୍ […]

murder-1--1

murder-1--1

Niharika Rout
  • Published: Monday, 17 February 2020
  • Updated: 17 February 2020, 12:04 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ ): ବହୁ ଚର୍ଚ୍ଚିତ ହମିରପୁର ଡବଲ୍‌ ମର୍ଡ଼ର ଘଟଣାରେ ପ୍ରମାଣ ନଷ୍ଟ କରିବାକୁ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଉଭୟ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିବା ପୂର୍ବରୁ ପୁଲିସ୍‌ କହି ସାରିଛି। ହେଲେ ଏହି ହତ୍ୟାକାଣ୍ଡରେ ଇନୋଭା ବ୍ୟବହାର କରାଯିବା ସମ୍ପୂର୍ଣ୍ଣ ଘଟଣାକୁ ଅଧିକ ରହସ୍ୟ ଘେରକୁ ଟାଣି ନେଇଛି। ଅନ୍ୟପକ୍ଷେ ଗତକାଲି ବର୍ଦ୍ଧନକୁ ହମିରପୁରସ୍ଥିତ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡ ସିନ୍‌ର ରିକ୍ରିଏସନ୍ କରାଯାଇଥିଲା ।

ଛତିଶଗଡ଼ ପୁଲିସ୍‌ ବର୍ଦ୍ଧନକୁ ଧରି ଯେଉଁ ଡେମୋ ପ୍ରଦର୍ଶନ କଲା ସେଥିରେ ବୋଲେରୋ ପରେ ପରେ ଇନୋଭା ଗାଡ଼ିର ବ୍ୟବହାର ହୋଇଥିଲା। ତେଣୁ ଉକ୍ତ ଦିନ ବୋଲେରୋ ପରେ ପରେ ମୃତକଙ୍କ ଉପରେ ଇନୋଭା ଚଢ଼ା ଯାଇଥିବା ଜଣା ପଡ଼ିଥିବା ବେଳେ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ନିଜ ଦୋଷ ସ୍ୱୀକାର କରିବା ସହ ହତ୍ୟାକାଣ୍ଡରେ ବୋଲେରୋ ଓ ଇନୋଭାର ବ୍ୟବହାର ହୋଇଥିବା କଥା ମାନିଥିଲା ବର୍ଦ୍ଧନ। କିନ୍ତୁ ଇନୋଭାରେ   କେତେଜଣ ଓ କିଏ କିଏ ଥିଲେ ସେ ବିଷୟରେ କୌଣସି ସୂଚନା ଦେଇ ନ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନ ପାଇଁ ଅନୁପ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ଯେ, ତାଙ୍କ ପାଖରେ OR 02AY 8596 ନମ୍ବର ବିଶିଷ୍ଟ ଗୋଟିଏ ବୋଲେରୋ ରହିଛି। ଯାହାକୁ ସେ ୨୦୦୯ରୁ ବ୍ୟବହାର କରି ଆସୁଥିଲେ। ତେବେ ଅଚାନକ୍ ଏହି ଗାଡ଼ିକୁ ୨୦୧୬ରେ ତାଙ୍କ ସମ୍ପର୍କୀୟ ସୁନୀଲ ସାଇ ଦେଓଙ୍କୁ ଅନୁପ ବିକ୍ରି କରି ଦେଇଥିଲେ। ଏହି ଗାଡ଼ିକୁ ଗୁଜରାଟ ନେବା ପାଇଁ ଭୁବନେଶ୍ୱର ଆର୍‌ଟିଓଙ୍କ ପାଖରେ NOC ପାଇଁ ଆବେଦନ ହୋଇଥିଲା ଏବଂ ୨୦୧୭ ଜୁଲାଇ ୧୯ରେ ଏନେଇ ଅନୁମତି ମିଳିଥିଲା। ହେଲେ ଏହି ଗାଡ଼ି ଗୁଜରାଟ ନ ଯାଇ ଓଡ଼ିଶାରେ ହିଁ ଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି, ବୋଲେରୋ ବିକ୍ରି ହୋଇଛି ଓ ଗୁଜରାଟ ପାଇଁ NOC ନିଆଗଲା ତେବେ ଏହା ଓଡ଼ିଶାରେ କାହିଁକି ରହିଲା, ସେ ସମ୍ପର୍କରେ ଖୋଳତାଡ଼ କରୁଛି ପୁଲିସ୍‌। ଅପରକ୍ଷେ NOC ନେବା ଆଳରେ କିଛି ଲୁଚା ଯାଉଥିବା ନେଇ ମଧ୍ ସନ୍ଦେହ ସୃଷ୍ଟି ହେଉଛି।

ସେହିପରି ୨୦୧୫ ଜୁଲାଇ ୬ରେ OD 02V 9744 ନମ୍ବର ବିଶିଷ୍ଟ ଏକ ଇନୋଭା ଗାଡ଼ି ଅନୁପ ସାଏ କିଣିଥିଲେ। ଯାହାକୁ ସେ ଏବେ ବି ବ୍ୟବହାର କରୁଛନ୍ତି। ତେଣୁ ଏହି ଦୁଇଟି ଗାଡ଼ି କଳ୍ପନା ଓ ତାଙ୍କ ଝିଅଙ୍କ ହତ୍ୟାରେ ବ୍ୟବହୃତ ହୋଇଥିଲା କି ନାହିଁ ସେ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story