ଭଡ଼ା ଘରେ ଚାଲିଥିଲା କଫ୍‌ ସିରପ କାରବାର, ଦମ୍ପତି ଗିରଫ

ବରଗଡ଼ (ଦୀପକ ଶର୍ମା): ଭଡ଼ା ଘରେ ହେଉଥିଲା କଫ୍‌ସିରପ କାରବର। ବରଗଡ଼ ସଦର ଥାନା ପୁଲିସ ପର୍ଯ୍ୟପ୍ତ ପରିମାଣର କଫ୍‌ ସିରଫ ଓ ନିଶା ବଟିକା ଜବତ କରିଥିଲା। ଏଥିସହ ଦମ୍ପତିଙ୍କୁ ଗିରଫ କରିଥିଲା। ବରଗଡ଼ ଟାଉନ୍‌ ୧୧ ନମ୍ୱର ୱାର୍ଡରେ ଥିବା ଏକ ଭଡ଼ା ଘରେ ଗତ ୧୫ ଦିନ ହେଲା ରହୁଥିଲେ ଶ୍ୟାମ ମେହେର, ଯମୁନା ମେହେର ଓ ଝିଅ ପିଙ୍କି ମେହେରା। ଏମାନେ ସେଠାରେ ରହି କଫ୍‌ ସିରପ କାରବାର କରୁଥିଲେ। ଏ […]

Bargarh

Bargarh

Manoranjan Sial
  • Published: Monday, 11 July 2022
  • Updated: 11 July 2022, 06:00 PM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ଭଡ଼ା ଘରେ ହେଉଥିଲା କଫ୍‌ସିରପ କାରବର। ବରଗଡ଼ ସଦର ଥାନା ପୁଲିସ ପର୍ଯ୍ୟପ୍ତ ପରିମାଣର କଫ୍‌ ସିରଫ ଓ ନିଶା ବଟିକା ଜବତ କରିଥିଲା। ଏଥିସହ ଦମ୍ପତିଙ୍କୁ ଗିରଫ କରିଥିଲା।

ବରଗଡ଼ ଟାଉନ୍‌ ୧୧ ନମ୍ୱର ୱାର୍ଡରେ ଥିବା ଏକ ଭଡ଼ା ଘରେ ଗତ ୧୫ ଦିନ ହେଲା ରହୁଥିଲେ ଶ୍ୟାମ ମେହେର, ଯମୁନା ମେହେର ଓ ଝିଅ ପିଙ୍କି ମେହେରା। ଏମାନେ ସେଠାରେ ରହି କଫ୍‌ ସିରପ କାରବାର କରୁଥିଲେ। ଏ ସମ୍ପର୍କରେ ଟାଉନ୍‌ ଥାନା ପୁଲିସ ଜାଣିପାରି ଆଜି ଅଚାନକ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ଉକ୍ତ ଘରୁ ୨୩୨୫ ବୋତଲ କଫ୍‌ ସିରଫ୍‌, ୫ ଷ୍ଟ୍ରିପ୍‌ ନିଶା ବଟିକା ଓ ୨ ବୋତଲ ଅପମିଶ୍ରିତ ଲିକ୍ୟୁଡ୍‌ ଜବତ କରିଥିଲା। ଏହି ମାମଲାରେ ପୁଲିସ୍‌ ଶ୍ୟାମ ମେହେର ଓ ଯମୁନା ମେହେରଙ୍କୁ ଗିରଫ କରିଥିଲା। ମାତ୍ର ଚଢ଼ଉ ସମ୍ପର୍କରେ ଖବର ପାଇଁ ଶ୍ୟାମଙ୍କ ଝିଅ ଚମ୍ପଟ ମାରିଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story