ଶଙ୍କରପୁର ସାହି ହେଲା ‘ଆକ୍ସେସ୍ କଣ୍ଟ୍ରୋଲ ଜୋନ୍’

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କେବଳ ଚିହ୍ନଟ ହୋଇଛନ୍ତି ୨୬୪ ଆକ୍ରାନ୍ତ ।  ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକାବିକୁ କଡ଼ା ପଦକ୍ଷେପ ଗ୍ରହଣ କରିଛି  ବ୍ରହ୍ମପୁର ମହାନଗର ନିଗମ। ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍ସେସ୍ କଣ୍ଟ୍ରୋଲ ଜୋନ୍ ଘୋଷଣା କରିଛି ମହାନଗର ନିଗମ । ସହରର ବଡ଼ବଜାର ଥାନା ଶଙ୍କରପୁର ସାହିକୁ ଆକ୍ସେସ୍ […]

barhampur-1--1

barhampur-1--1

Niharika Rout
  • Published: Saturday, 16 May 2020
  • Updated: 16 May 2020, 08:38 AM IST

Sports

Latest News

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କେବଳ ଚିହ୍ନଟ ହୋଇଛନ୍ତି ୨୬୪ ଆକ୍ରାନ୍ତ ।  ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକାବିକୁ କଡ଼ା ପଦକ୍ଷେପ ଗ୍ରହଣ କରିଛି  ବ୍ରହ୍ମପୁର ମହାନଗର ନିଗମ। ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍ସେସ୍ କଣ୍ଟ୍ରୋଲ ଜୋନ୍ ଘୋଷଣା କରିଛି ମହାନଗର ନିଗମ ।

ସହରର ବଡ଼ବଜାର ଥାନା ଶଙ୍କରପୁର ସାହିକୁ ଆକ୍ସେସ୍ କଣ୍ଟ୍ରୋଲ ଜୋନ ଘୋଷଣା କରାଯାଇଛି । ଏଥିସହିତ ଶଙ୍କରପୁର ସାହିର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପ୍ରଶାସନ । ଏହି ଜୋନ୍ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗଯାଇଛି।  ସେହିପରି ସାହି ଭିତରେ ଥିବା ସବୁ ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜୋନ୍ ଭିତରେ ସମସ୍ତ ପ୍ରକାର ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଏହି ଜୋନ୍ ପରିସରରେ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ତେବେ ଏହି ସମୟରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକମାନଙ୍କୁ ଯୋଗାଇ ଦିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story