ରାଜ୍ୟ କାର୍ଯ୍ୟକାରିଣୀରେ ୩ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ

ବାରିପଦା: ବାରିପଦାରେ ଆରମ୍ଭ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀରେ ୩ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟକାର୍ଯ୍ୟକାରିଣୀ ପୂର୍ବରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପଦାଧିକାରୀ ବୈଠକ ବସିଥିଲା। ପରେ ରାଜ୍ୟକାର୍ଯ୍ୟକାରିଣୀ ଆରମ୍ଭ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଫଳତା ଓ ସାଙ୍ଗଠନିକ ସ୍ଥିତି ମଜଭୁତ୍‌ ଉପରେ ଆଲୋଚନା ହୋଇଥିଲା। ଦୁଇ ଦିନିଆ ରାଜ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ସହ ସଙ୍ଗଠନ ସମ୍ପାଦକ ସୌଦାନ ସିଂ ଓ ୨୦୦ […]

bjp state executive in baripada

bjp state executive in baripada

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 09:33 PM IST

Sports

Latest News

ବାରିପଦା: ବାରିପଦାରେ ଆରମ୍ଭ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀରେ ୩ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟକାର୍ଯ୍ୟକାରିଣୀ ପୂର୍ବରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପଦାଧିକାରୀ ବୈଠକ ବସିଥିଲା। ପରେ ରାଜ୍ୟକାର୍ଯ୍ୟକାରିଣୀ ଆରମ୍ଭ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଫଳତା ଓ ସାଙ୍ଗଠନିକ ସ୍ଥିତି ମଜଭୁତ୍‌ ଉପରେ ଆଲୋଚନା ହୋଇଥିଲା।

ଦୁଇ ଦିନିଆ ରାଜ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ସହ ସଙ୍ଗଠନ ସମ୍ପାଦକ ସୌଦାନ ସିଂ ଓ ୨୦୦ ନେତା ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟକାର୍ଯ୍ୟକାରିଣୀ ପୂର୍ବରୁ ଏକ ବାଇକ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,“ଓଡ଼ିଶାର ଏକ ଅପାର ସମ୍ଭାବନାର ରାଜ୍ୟ। ଏଠି ଖଣି, ବନ, ଜନ ସମ୍ପଦ ରହିଛି। ଏହା ସତ୍ତ୍ୱେ ଆମେ ଆଜି ପଛୁଆ ରାଜ୍ୟ ହିସାବରେ ପରିଗଣିତ। ବିଜେଡିର ଅପାରଗତା ପାଇଁ ଆମେ ପଛରେ ରହିଛୁ। ଯୁବକମାନେ ନିଯୁକ୍ତି ନପାଇ ବେକାର ହେଉଛନ୍ତି। ରାଜ୍ୟର ଯାହା ଆୟ ହେବା କଥା ହୋଇପାରୁ ନାହିଁ। ଏହି ସବୁ ବିଷୟ ଉପରେ ରାଜ୍ୟକାର୍ଯ୍ୟକାରିଣୀରେ ଆଲୋଚନା ହେବ। ଏହାଛଡ଼ା ରାଜ୍ୟକୁ ଆଗକୁ ନେବା ପାଇଁ ରୋଡ୍‌ମ୍ୟାପ ତିଆରିହେବ। ପ୍ରଧାନମନ୍ତ୍ରୀ ନୂଆ ଭାରତ ସ୍ୱପ୍ନରେ ଓଡ଼ିଶା କିପରି ସାମିଲ ହେବ ତାହା ଉପରେ ମଧ୍ୟ ଆଲୋଚନା ହୋଇପାରେ।”

ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି,“ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚିଠା ପ୍ରସ୍ତାବ ଗୃହୀତ ହେବ। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story