ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ: ହୋଟେଲର ବେସ୍‌ମେଣ୍ଟ ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ବେସମେଣ୍ଟକୁ ସିଲ୍ କଲା ଅଗ୍ନିଶମ ବିଭାଗ। ପୂର୍ବରୁ ରାଜଧାନୀରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ବିଭିନ୍ନ ହୋଟେଲ ଓ ମଲ୍‌ ଗୁଡିକରେ ଅଗ୍ନିଶମ ବିଭାଗ ଯାଞ୍ଚ କରିଥିଲା। ଯେଉଁ ହୋଟେଲ ଏବଂ ମଲ୍ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲା ସେଗୁଡିକୁ ବନ୍ଦ କରିବା ପାଇଁ ଓଡ଼ିଶା ଫାୟାର ସର୍ଭିସ ରୁଲ୍ ଅନୁସାରେ ନୋଟିସ କରିଥିଲା।  ଏହି ନୋଟିସ୍ ଅନୁଯାୟୀ ହୋଟେଲର ବେସମେଣ୍ଟ […]

fire

Rakesh Mallick
  • Published: Friday, 16 February 2018
  • , Updated: 16 February 2018, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ବେସମେଣ୍ଟକୁ ସିଲ୍ କଲା ଅଗ୍ନିଶମ ବିଭାଗ। ପୂର୍ବରୁ ରାଜଧାନୀରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ବିଭିନ୍ନ ହୋଟେଲ ଓ ମଲ୍‌ ଗୁଡିକରେ ଅଗ୍ନିଶମ ବିଭାଗ ଯାଞ୍ଚ କରିଥିଲା। ଯେଉଁ ହୋଟେଲ ଏବଂ ମଲ୍ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲା ସେଗୁଡିକୁ ବନ୍ଦ କରିବା ପାଇଁ ଓଡ଼ିଶା ଫାୟାର ସର୍ଭିସ ରୁଲ୍ ଅନୁସାରେ ନୋଟିସ କରିଥିଲା।  ଏହି ନୋଟିସ୍ ଅନୁଯାୟୀ ହୋଟେଲର ବେସମେଣ୍ଟ ସିଲ୍‌ କରିଛି ଅଗ୍ନିଶମ ବିଭାଗ।

ସୂଚନାଯୋଗ୍ୟ, ନିକଟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ହୋଟେଲ ମାରିଅନ୍‌ର ୨ଟି ହଲ୍‌କୁ ଅଗ୍ନିଶମ ବିଭାଗ ସିଲ୍‌ କରିଛି।

Related story