ଆହୁରି ଥରାଇବ ଶୀତ

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 09:27 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ତାପମାତ୍ରା ରାଜ୍ୟରେ ଖସିବାରେ ଲାଗିଛି। ଫଳରେ ଅଧିକାଂଶ ସ୍ଥାନରେ ଶୀତ ଲହରି ଜାରି ରହିଛି। ଉପାନ୍ତଠୁ ଉପକୂଳରେ ସବୁଠି ଏବେ ଶୀତର ପ୍ରକୋପ ଅନୁଭୂତ ହେଉଛି। କନ୍ଧମାଳ ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇଥିବା ସୂଚନା ମିଳିଛି। ଏଠାକାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଆଗକୁ ଆହୁରି ତାପମାତ୍ରା ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଭଳି ଶୀତ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି।</p>

Related story