ଭୁବନେଶ୍ୱରରେ ସିବିଆଇ ଇଷ୍ଟଜୋନ ଯୁଗ୍ମ ନିର୍ଦ୍ଦେଶକ ଏ.କେ ସିଂହ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ସିବିଆଇ ଇଷ୍ଟଜୋନ ଯୁଗ୍ମ ନିର୍ଦ୍ଦେଶକ ଏ.କେ ସିଂହ। ଦାୟିତ୍ୱ ଗ୍ରହଣ ପରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଏହା ତାଙ୍କ ପ୍ରଥମ ଗସ୍ତ। ଭୁବନେଶ୍ୱର କାର୍ଯ୍ୟାଳୟରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଶ୍ରୀ ସିଂହ ବିଶେଷକରି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟର ଭିତ୍ତିଭୂମି ବିକାଶ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାର ସ୍ଥିତି ଯଥା ଚିଟଫଣ୍ଡ ଦୁର୍ନୀତି ତଦନ୍ତ ପାଇଁ ଗଠିତ ସିବିଆଇ ଏସଆଇଟି ଅଧିକାରୀଙ୍କ ସହ ଆଲୋଚନା […]

cbi-new-directer

cbi-new-directer

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 12:17 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ସିବିଆଇ ଇଷ୍ଟଜୋନ ଯୁଗ୍ମ ନିର୍ଦ୍ଦେଶକ ଏ.କେ ସିଂହ। ଦାୟିତ୍ୱ ଗ୍ରହଣ ପରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଏହା ତାଙ୍କ ପ୍ରଥମ ଗସ୍ତ। ଭୁବନେଶ୍ୱର କାର୍ଯ୍ୟାଳୟରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଶ୍ରୀ ସିଂହ ବିଶେଷକରି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟର ଭିତ୍ତିଭୂମି ବିକାଶ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାର ସ୍ଥିତି ଯଥା ଚିଟଫଣ୍ଡ ଦୁର୍ନୀତି ତଦନ୍ତ ପାଇଁ ଗଠିତ ସିବିଆଇ ଏସଆଇଟି ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story