୩ ଜଣଙ୍କୁ ମାରି ଦେଲା ଭାଲୁ, ଲୋକେ ଭାଲୁକୁ ମାରି ଦେଲେ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଖାଡ଼ଇାଡ଼ିହା ଗାଁରେ ଭାଲୁ ଆକ୍ରମଣ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଭାଲୁପାହାଡ଼ି ସାହିର ନବକିଶୋର ନାଏକ ନିଜ ବଗିଚାକୁ ଯାଇଥିବା ବେଳେ ପାଖ ଜଙ୍ଗଲରୁ ଆସିଥିବା ଏକ ଭାଲୁ ସହ ତାଙ୍କର ମୁହାଁମୁହିଁ ହୋଇଥିଲା।  ନବକିଶୋରଙ୍କୁ ଭାଲୁ ଆକ୍ରମଣ କରୁଥିବା ସମୟରେ ତାଙ୍କର ୨ ପୁଅ ପରମାନନ୍ଦ ଓ ଚନ୍ଦ୍ରଭାନୁ ସେଠାରେ ପହଞ୍ଚିଥିଲେ। ସେମାନେ ବାପାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ସେଠାରେ ଅନ୍ୟମାନେ ବି ପହଞ୍ଚିଥିଲେ। ତେବେ ଭାଲୁ ଆକ୍ରମଣରେ ନବକିଶୋରଙ୍କ ସହ ଆଉ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଭାଲୁଟିକୁ ଲୋକେ ପିଟି ପିଟି ମାରି ଦେଇଛନ୍ତି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Ordigital Desk
• Published: Monday, 02 April 2018
• Updated: 02 April 2018, 01:10 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଖାଡ଼ଇାଡ଼ିହା ଗାଁରେ ଭାଲୁ ଆକ୍ରମଣ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଭାଲୁପାହାଡ଼ି ସାହିର ନବକିଶୋର ନାଏକ ନିଜ ବଗିଚାକୁ ଯାଇଥିବା ବେଳେ ପାଖ ଜଙ୍ଗଲରୁ ଆସିଥିବା ଏକ ଭାଲୁ ସହ ତାଙ୍କର ମୁହାଁମୁହିଁ ହୋଇଥିଲା।  ନବକିଶୋରଙ୍କୁ ଭାଲୁ ଆକ୍ରମଣ କରୁଥିବା ସମୟରେ ତାଙ୍କର ୨ ପୁଅ ପରମାନନ୍ଦ ଓ ଚନ୍ଦ୍ରଭାନୁ ସେଠାରେ ପହଞ୍ଚିଥିଲେ। ସେମାନେ ବାପାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ସେଠାରେ ଅନ୍ୟମାନେ ବି ପହଞ୍ଚିଥିଲେ। ତେବେ ଭାଲୁ ଆକ୍ରମଣରେ ନବକିଶୋରଙ୍କ ସହ ଆଉ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଭାଲୁଟିକୁ ଲୋକେ ପିଟି ପିଟି ମାରି ଦେଇଛନ୍ତି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos