ଭାଲୁ ତାଡ଼ି ନେଲା ଆଖି

ଉଦଳା (ମାନସ ପାଣି): ବଳଦ ଖୋଜିବା କାଳ ହେଲା । ଘର ବାଡିକୁ ଯାଇଥିବା ଯୁବକଙ୍କ ଆଖିକୁ ତାଡ଼ିଦେଲା ଭାଲୁ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧୀନ କଟରାସାହି ଗ୍ରାମରେ । ଗାଁର ଦାମ ଟୁଡୁ ନାମକ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦ ଖୋଜିବା ପାଇଁ ନିଜ ବାଡିକୁ ଯାଇଥିଲେ । ତେବେ ଠିକ୍ ଏହି ସମୟରେ ବାଉଁଶ ବୁଦା ନିକଟରେ ଲୁଚିଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା […]

udala-1-1

udala-1-1

Niharika Rout
  • Published: Saturday, 21 December 2019
  • Updated: 21 December 2019, 07:40 AM IST

Sports

Latest News

ଉଦଳା (ମାନସ ପାଣି): ବଳଦ ଖୋଜିବା କାଳ ହେଲା । ଘର ବାଡିକୁ ଯାଇଥିବା ଯୁବକଙ୍କ ଆଖିକୁ ତାଡ଼ିଦେଲା ଭାଲୁ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧୀନ କଟରାସାହି ଗ୍ରାମରେ ।

ଗାଁର ଦାମ ଟୁଡୁ ନାମକ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦ ଖୋଜିବା ପାଇଁ ନିଜ ବାଡିକୁ ଯାଇଥିଲେ । ତେବେ ଠିକ୍ ଏହି ସମୟରେ ବାଉଁଶ ବୁଦା ନିକଟରେ ଲୁଚିଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁଟି ଦାମଙ୍କ ମୁହଁକୁ ଆକ୍ରମଣ କରିଥିବା ବେଳେ ତାଙ୍କର ଦୁଇ ଆଖି ତାଡି ଦେଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ   ଉଦଳା ଡାକ୍ତରଖାନାରେ ଭର୍ତି  କରାଯାଇଥିଲା। ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story