ବ୍ରହ୍ମପୁର: ଖଲିକୋଟ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁରରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଖଲିକୋଟ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ବୁଧବାର ଠାରୁ ଯୁକ୍ତ ତିନି କଳା, ବାଣିଜ୍ୟ, ବିଜ୍ଞାନରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ବିଶ୍ୱ ବିଦ୍ୟାଳୟରେ ଅଧିନରେ ଥିବା ଖଲିକୋଟ କଲେଜ, ଶଶିଭୂଷଣ ମହିଳା କଲେଜ, ବିନାୟକ ଆଚାର୍ଯ୍ୟ କଲେଜ, ଛତ୍ରପୁର ଓ ଗୋପାଳପୁରର  ୫ଟି ଯାକ ମହାବିଦ୍ୟାଳୟର ପାଠ୍ୟ ଖସଡ଼ା ଓ ଫି ସମାନ ରହିବ ବୋଲି ଓଏସଡ଼ି  ପ୍ରଫେସର ମନ୍ମଥ ପାଢି […]

Khallikote-University-Building-Berhampur

Khallikote-University-Building-Berhampur

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 12:45 PM IST

ବ୍ରହ୍ମପୁର: ବ୍ରହ୍ମପୁରରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଖଲିକୋଟ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ବୁଧବାର ଠାରୁ ଯୁକ୍ତ ତିନି କଳା, ବାଣିଜ୍ୟ, ବିଜ୍ଞାନରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ବିଶ୍ୱ ବିଦ୍ୟାଳୟରେ ଅଧିନରେ ଥିବା ଖଲିକୋଟ କଲେଜ, ଶଶିଭୂଷଣ ମହିଳା କଲେଜ, ବିନାୟକ ଆଚାର୍ଯ୍ୟ କଲେଜ, ଛତ୍ରପୁର ଓ ଗୋପାଳପୁରର  ୫ଟି ଯାକ ମହାବିଦ୍ୟାଳୟର ପାଠ୍ୟ ଖସଡ଼ା ଓ ଫି ସମାନ ରହିବ ବୋଲି ଓଏସଡ଼ି  ପ୍ରଫେସର ମନ୍ମଥ ପାଢି ସୂଚନା ଦେଇଥିବା ବେଳେ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷପ ନିଆ ହେଉଛି ବୋଲି ସଚିବ ଡ଼. ରାଧାକାନ୍ତ ରଥ କହିଛନ୍ତି। ଅନ୍ୟପକ୍ଷରେ ନୂତନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବାରୁ ଛାତ୍ରାଛାତ୍ରୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos