ଗୁଳି କରିଥିଲା ଗଣେଶ, ତଣ୍ଟି କାଟିଥିଲା ହୃଷି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ମନୋଜଙ୍କୁ ଗଣେଶଙ୍କୁ ଗୁଳି କରିଥିଲେ ଓ ହୃଷି ତଣ୍ଟି କାଟି ଦେଇଥିଲେ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି। ଏସ୍‌ପି କହିଛନ୍ତି,“ ଉଭୟ ପେସାଦାର ଅପରାଧୀ। ଏହି ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ ଶତ୍ରୁତା ନାହିଁ। ଏହି […]

cnn-750x430

cnn-750x430

Tapaswini Nayak
  • Published: Saturday, 01 June 2019
  • Updated: 01 June 2019, 02:27 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ମନୋଜଙ୍କୁ ଗଣେଶଙ୍କୁ ଗୁଳି କରିଥିଲେ ଓ ହୃଷି ତଣ୍ଟି କାଟି ଦେଇଥିଲେ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି।

encounter

ଏସ୍‌ପି କହିଛନ୍ତି,“ ଉଭୟ ପେସାଦାର ଅପରାଧୀ। ଏହି ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ ଶତ୍ରୁତା ନାହିଁ। ଏହି ଘଟଣାରେ ଆଉ ୩ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନେ ଧରାପଡ଼ିଲେ ହତ୍ୟାର କାରଣ ଜଣାପଡ଼ିବ।”

ଗତକାଲି ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ୍ ଏନ୍କାଉଣ୍ଟରରେ ଗଣେଶ ଓ ହୃଷି ଆହତ ହୋଇଥିଲେ। ଆଜି ପୁଲିସ୍ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ୍ ୨ଟି ପିସ୍ତଲ ସହ ଅଫୁଟା ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି।

ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ବାହାରିବାର ପୂର୍ବଦିନ ଅର୍ଥାତ୍ ମେ’ ୨୨ ତାରିଖରେ ୪ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମନୋଜଙ୍କୁ ଗୁଳି କରିଥିଲେ। ଏହାସହ ତାଙ୍କ ଗଳା କାଟି ଦେଇଥିଲେ। ମନୋଜଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story