ଭବାନୀପାଟଣା: ଟ୍ରେନରେ କଟି ୨ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା: ଭବାନୀପାଟଣା ରେଳ ଷ୍ଟେସନ୍ ନିକଟସ୍ଥ ଲେବଲ କ୍ରସିଂଠାରେ ରବିବାର ବିଳମ୍ୱିତ ରାତିରେ ଟ୍ରେନରେ କଟି ୨ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଦୁଇ ଜଣ ହେଲେ ସାୱନ୍ତ କୁମାର ଦୀପ ଓ କୁନାଲ ନାୟକ। ରାୟପୁର-ଜୁନାଗଡ଼ ପାସେଞ୍ଜର ଟ୍ରେନରେ କଟି ଦୁଇ ଯୁବକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

train 777

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 05:07 AM IST

Related story