ଭଞ୍ଜନଗର: ପଞ୍ଚଭୂତି ହରିଜନ ସାହିରେ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ  ପଞ୍ଚଭୂତି ହରିଜନ ସାହିରେ  ଅଗ୍ନିକାଣ୍ଡ ଘଟି ୩୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲା। ଅଗ୍ନିକାଣ୍ଡର କାରଣ  ଜଣାପଡ଼ିନି। କିଛି ଦିନ ତଳେ ପଞ୍ଚଭୂତି ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଜଣେ ଦୁର୍ବୃତ୍ତ ଗାଁର ନିଆଁ  ଲଗାଇଦେଇଥିବା ଅଭିଯୋଗ ହୋଇଛି। ଆକ୍ରୋଶମୂଳକ ଭାବେ ଅଗ୍ନିକାଣ୍ଡ ଘଟାଇଥିବା ଅଗ୍ନି […]

fire

Rakesh Mallick
  • Published: Wednesday, 11 May 2016
  • , Updated: 11 May 2016, 07:31 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ  ପଞ୍ଚଭୂତି ହରିଜନ ସାହିରେ  ଅଗ୍ନିକାଣ୍ଡ ଘଟି ୩୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲା। ଅଗ୍ନିକାଣ୍ଡର କାରଣ  ଜଣାପଡ଼ିନି।

କିଛି ଦିନ ତଳେ ପଞ୍ଚଭୂତି ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଜଣେ ଦୁର୍ବୃତ୍ତ ଗାଁର ନିଆଁ  ଲଗାଇଦେଇଥିବା ଅଭିଯୋଗ ହୋଇଛି। ଆକ୍ରୋଶମୂଳକ ଭାବେ ଅଗ୍ନିକାଣ୍ଡ ଘଟାଇଥିବା ଅଗ୍ନି ବିପନ୍ନ ପୀଡିତ କହିଛନ୍ତି।

Related story