ଭଞ୍ଜନଗର: ଅସୁସ୍ଥ ହାତୀ ଛୁଆ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା  ଭଞ୍ଜନଗର ସୋରଡ଼ା ବନାଞ୍ଚଳ ଗାଜଲବାଡି ଗଡ଼ପଙ୍କାଳ ସ୍ଥିତ ଏକ ନାଳରୁ ଶନିବାର ଏକ ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରାଯାଇଛି।  ଉଦ୍ଧାର ପରେ ହାତୀ ଛୁଆଟିର ଚିକିତ୍ସା ଚାଲିଛି। କେଉଁ କାରଣ ପାଇଁ ହାତୀଟି ଅସୁସ୍ଥ ହୋଇପଡ଼ିଛି ଏନେଇ ବନ ବିଭାଗ ଖୋଳତାଡ଼ କରୁଛି।

hati

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 07:06 AM IST

Related story