ଭାରତ ବନ୍ଦ ହେଲେ କାହାର ଲାଭ ? ବାଇକ୍‌ ଠେଲିଲେ ମିଳୁଛି ୧୦ ଟଙ୍କା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବାଇକ୍‌ ଠେଲିଲେ ୧୦ ଟଙ୍କା। ଆଜି ଏମିତି ଏକ ଦୃଶ୍ୟ ରାଉରକେଲାରେ ଦେଖିବାକୁ ମିଳିଥିଲା। ଭାରତ ବନ୍ଦ ଯୋଗୁ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନଙ୍କୁ ଅଫିସ୍‌ ଯିବାକୁ ହେଲେ ଏମିତି ଏକ ପରିସ୍ଥିତିର ସାମ୍ନାକ କରିବାକୁ ପଡ଼ିଥିଲା। ରାଉରକେଲା ବିଶ୍ରା ଛକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ବେଳେ ରିଙ୍ଗ ରୋଡ଼ ଅବରୋଧ କରାଯାଇଥିଲା।  ଏଥିପାଇଁ ସେକ୍ଟର ଅଞ୍ଚଳକୁ ଯୋଗା ଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଥିଲା । ରାଉରକେଲା ଇସ୍ପାତ କାରଖାନାକୁ […]

980-vb

980-vb

Tapas Behera
  • Published: Wednesday, 08 January 2020
  • Updated: 08 January 2020, 04:06 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବାଇକ୍‌ ଠେଲିଲେ ୧୦ ଟଙ୍କା। ଆଜି ଏମିତି ଏକ ଦୃଶ୍ୟ ରାଉରକେଲାରେ ଦେଖିବାକୁ ମିଳିଥିଲା। ଭାରତ ବନ୍ଦ ଯୋଗୁ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନଙ୍କୁ ଅଫିସ୍‌ ଯିବାକୁ ହେଲେ ଏମିତି ଏକ ପରିସ୍ଥିତିର ସାମ୍ନାକ କରିବାକୁ ପଡ଼ିଥିଲା।

ରାଉରକେଲା ବିଶ୍ରା ଛକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ବେଳେ ରିଙ୍ଗ ରୋଡ଼ ଅବରୋଧ କରାଯାଇଥିଲା।  ଏଥିପାଇଁ ସେକ୍ଟର ଅଞ୍ଚଳକୁ ଯୋଗା ଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଥିଲା । ରାଉରକେଲା ଇସ୍ପାତ କାରଖାନାକୁ ଯିବାଲାଗି କର୍ମଚାରୀ ମାନେ କିନ୍ତୁ ଅଲଗା ରାସ୍ତା ବାହାର କରିଦେଇଥିଲେ ।

ପ୍ଲାଣ୍ଟ ମଧ୍ୟକୁ ଡ୍ୟୁଟି କରାଯିବା ଜରୁରୀ ଥିବାରୁ କର୍ମଚାରୀ ମାନେ ଗାନ୍ଧୀ ରୋଡ଼ ନିକଟରେ ରିଙ୍ଗ ରୋଡ଼ ରେଳ ବ୍ରିଜକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାକୁ ବାଛି ନେଇଥିଲେ। ମାତ୍ର ସଂଯୋଗକାରୀ ରାସ୍ତା ବହୁତ ଉଠାଣି ଥିବାରୁ ଗାନ୍ଧୀ ରୋଡ଼ ବସ୍ତିର ଛୋଟ ଛୋଟ ପିଲାମାନେ ବାଇକକୁ ଠେଲି ଠେଲି ରୋଡ଼ କୁ ଆଣିବାରେ ସାହାଯ୍ୟ କରୁଥିଲେ । ଅବଶ୍ୟ ସେଥିଲାଗି ଗୋଟିଏ ବାଇକ ପିଛା ୧୦ ଟଙ୍କା ନେଉଥିଲେ । ହେଲେ ଲୋକମାନେ ଖୁସିରେ ଟଙ୍କା ଦେଉଥିବା ଦେଖାଯାଉଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story