ଭୁବନେଶ୍ୱର ବିମାନବନ୍ଦରର ହେବ ନବକଳେବର: ନୂଆ ଓ ପୁରୁଣା ଟର୍ମିନାଲ୍‌ ସଂଯୋଗ କରିବ ଲିଙ୍କ ବିଲ୍‌ଡିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରର ନବକଳେବର ହେବ। ନୂଆ ଓ ପୁରୁଣା ଟର୍ମିନାଲ୍‌କୁ ସଂଯୋଗ କରିବ ଏକ ଲିଙ୍କ ବିଲ୍‌ଡିଂ। ଟି-ୱାନ୍‌ ଓ ଟି-ଟୁ ଟର୍ମିନାଲ ସହ ଟି-ଥ୍ରୀ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ବାର୍ଷିକ ପ୍ରାୟ ଏକ କୋଟି ଯାତ୍ରୀଙ୍କ ଯିବାଆସିବା ପାଇଁ ସୁବନ୍ଦୋବସ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଆଜି ନୂଆ ନିର୍ମାଣର ଶିଳାନ୍ୟାସ କରାଯାଇଛି। ଟର୍ମିନାଲ୍‌ ୱାନ୍ ଓ ଟର୍ମିନାଲ୍‌-ଟୁ କୁ ଯୋଡ଼ିବା ପାଇଁ ଲିଙ୍କ […]

Bhubaneswar-airport-to-have-a-third-terrminal-soon

Manoranjan Sial
  • Published: Saturday, 23 February 2019
  • Updated: 23 February 2019, 07:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରର ନବକଳେବର ହେବ। ନୂଆ ଓ ପୁରୁଣା ଟର୍ମିନାଲ୍‌କୁ ସଂଯୋଗ କରିବ ଏକ ଲିଙ୍କ ବିଲ୍‌ଡିଂ। ଟି-ୱାନ୍‌ ଓ ଟି-ଟୁ ଟର୍ମିନାଲ ସହ ଟି-ଥ୍ରୀ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ବାର୍ଷିକ ପ୍ରାୟ ଏକ କୋଟି ଯାତ୍ରୀଙ୍କ ଯିବାଆସିବା ପାଇଁ ସୁବନ୍ଦୋବସ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଆଜି ନୂଆ ନିର୍ମାଣର ଶିଳାନ୍ୟାସ କରାଯାଇଛି।

ଟର୍ମିନାଲ୍‌ ୱାନ୍ ଓ ଟର୍ମିନାଲ୍‌-ଟୁ କୁ ଯୋଡ଼ିବା ପାଇଁ ଲିଙ୍କ ବିଲ୍‌ଡିଂର ଶୁଭ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରାୟ ୮୭ କୋଟି ଟଙ୍କା ବ୍ୟୟରେ ବର୍ଷକ ମଧ୍ୟରେ ଏହି ବିଲ୍‌ଡିଂ କାମ ସରିବ। ସେହିଭଳି ପାରାଲାଲ୍‌ ଟ୍ୟାକ୍ସି ଷ୍ଟାଣ୍ଡ ଓ ୧୪୭ କୋଟି ଟଙ୍କା ବ୍ୟୟରେ ୮ଟି ନୂତନ ପାର୍କିଂ ବେ'ନିର୍ମାଣର ମଧ୍ୟ ଶୁଭ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।
ନୂତନ ଲିଙ୍କ ବିଲ୍‌ଡିଂ ନିର୍ମାଣ ଶେଷ ହେବା ପରେ ଆନ୍ତର୍ଜାତୀୟ ବିମାନ ଟର୍ମିନାଲ୍-୨ରେ ଅବତରଣ କରିବ। ଯାତ୍ରୀମାନେ ଟର୍ମିନାଲ୍-୨ରେ ଥିବା ଏରୋବ୍ରିଜ୍‌ରେ ଓହ୍ଲାଇ ଲିଙ୍କ ବିଲ୍‌ଡିଂ ମାଧ୍ୟମରେ ଟର୍ମିନାଲ୍-୧କୁ ଆସିବେ। ଟର୍ମିନାଲ୍-୧ରେ ଇମିଗ୍ରେସନ୍‌ ଓ କଷ୍ଟମ୍ସ କ୍ଲିଅରାନ୍ସ କରିବା ପରେ ପ୍ରସ୍ଥାନ କରିବେ।

୨୦୧୭-୧୮ରେ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାୟ ୨୦ ଲକ୍ଷ ଘରୋଇ ଯାତ୍ରୀ ଯିବାଆସିବା କରିଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଯାତ୍ରୀଙ୍କୁ ଲକ୍ଷ୍ୟ କରି ୯୩୫ କୋଟି ଟଙ୍କା ବ୍ୟୟରେ ଟର୍ମିନାଲ୍-୩ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏହା ଫଳରେ ପ୍ରତିବର୍ଷ ଭୁବନେଶ୍ୱର ବିମାନବନ୍ଦର ପ୍ରାୟ ୮୮ ଲକ୍ଷ ଯାତ୍ରୀଙ୍କ ଆତଯାତ ସୁବ୍ୟବସ୍ଥିତ ହୋଇପାରିବ ବୋଲି ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

ବର୍ତ୍ତମାନ ପ୍ରତିଦିନ ଭୁବନେଶ୍ୱରରୁ ୪୯ଟି ବିମାନ ଆତଯାତ କରୁଛି। ଭାରତର ୮ଟି ଓ ବିଦେଶର ୨ଟି ସହର ସହ ଯୋଗସୂତ୍ର ରକ୍ଷା କରୁଛି ଭୁବନେଶ୍ୱର ବିମାନବନ୍ଦର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story