ରାଜଧାନୀ ଏଟିଏମ୍‌ ଲୁଟ୍‌ ଘଟଣାରେ ରାଜସ୍ଥାନ ଲିଙ୍କ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ୍ ଉପାଡ଼ି ନେଇ ୨୦ ଲକ୍ଷ ଲୁଟ୍ ଘଟଣା ଏବଂ ରାଜସ୍ଥାନ ଏଟିଏମ୍ ଲୁଟ ଘଟଣା ସହ ରହିଛି ସାମଞ୍ଜସ୍ୟ।  ଦୁଇଟି ଏଟିଏମ୍ ଲୁଟ୍ ଘଟଣା ଗୋଟିଏ ଢଙ୍ଗରେ ହୋଇଛି। ଏଥିପାଇଁ ଦୁଇ ଘଟଣାର ଅନୁଧ୍ୟାନ କରାଯାଉଛି। ରାଜସ୍ଥାନରେ ଏଟିଏମ୍ ଲୁଟ୍‌ରେ ସଂପୃକ୍ତ ଲୁଟେରା କିଭଳି ଲୁଟ୍ କରିଥିଲେ, ସେମାନଙ୍କ ହାବଭାବ କିଭଳି ଥିଲା, ଧଉଳି ଲୁଟ୍ ଘଟଣା ସହିତ କିଛି ସାମଞ୍ଜସ୍ୟ ଅଛି ନା ନାହିଁ ତାର […]

ATM loot

ATM loot

Madhupriya Mistry
  • Published: Thursday, 07 April 2022
  • Updated: 07 April 2022, 08:58 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ୍ ଉପାଡ଼ି ନେଇ ୨୦ ଲକ୍ଷ ଲୁଟ୍ ଘଟଣା ଏବଂ ରାଜସ୍ଥାନ ଏଟିଏମ୍ ଲୁଟ ଘଟଣା ସହ ରହିଛି ସାମଞ୍ଜସ୍ୟ।  ଦୁଇଟି ଏଟିଏମ୍ ଲୁଟ୍ ଘଟଣା ଗୋଟିଏ ଢଙ୍ଗରେ ହୋଇଛି। ଏଥିପାଇଁ ଦୁଇ ଘଟଣାର ଅନୁଧ୍ୟାନ କରାଯାଉଛି।

ରାଜସ୍ଥାନରେ ଏଟିଏମ୍ ଲୁଟ୍‌ରେ ସଂପୃକ୍ତ ଲୁଟେରା କିଭଳି ଲୁଟ୍ କରିଥିଲେ, ସେମାନଙ୍କ ହାବଭାବ କିଭଳି ଥିଲା, ଧଉଳି ଲୁଟ୍ ଘଟଣା ସହିତ କିଛି ସାମଞ୍ଜସ୍ୟ ଅଛି ନା ନାହିଁ ତାର ଖୋଳତାଡ଼ କରାଯାଉଛି। ଏହି ଲୁଟ୍‌ରେ ଅନ୍ତଃରାଜ୍ୟ ଲୁଟେରା ସାମିଲ ଥିବା ବି ସନ୍ଦେହ କରାଯାଉଛି।  ତେଣୁ ସେହି ଦିଗରେ ତଦନ୍ତ କରୁଛି ପୁଲିସ। କାଳେ କିଛି ଖିଅ ମିଳିପାରେ ସେଥିପାଇଁ ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଉଛି ।  ଏହା ସହିତ ଆଖପାଖ ସିସିଟିଭିକୁ ମଧ୍ୟ ଖୋଳତାଡ଼ କରୁଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୪ ତାରିଖ ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଶିଶୁପାଳଗଡ଼-ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌ର ବିଦ୍ୟୁତ ସଂଯୋଗ କାଟିଥିଲେ। ପରେ ସିସିଟିଭିକୁ ଭାଙ୍ଗି ଦେଇଥିଲେ। ତା’ପରେ ଏଟିଏମ୍‌କୁ ତାଡି ନେଇଯିବାକୁ ଯୋଜନା କରିଥିଲେ।

ହେଲେ ଏଟିଏମ୍‌ର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ ହୋଇଥିବାରୁ ନେବା ସମ୍ଭବ ହୋଇନଥିଲା। ଏହା ପରେ ସେମାନେ ଏମ୍‌.ଏସ୍‌. ନର୍ସରୀ ବାହାରେ ଠିଆ ହୋଇଥିବା ଟାଟା ଏସ୍‌ସିଇର ଚାବି ଭାଙ୍ଗି ଚୋରି କରିଥିଲେ। ସେହି ଟାଟା ଏସ୍‌ସିଇରେ ଏଟିଏମ୍‌କୁ ଲଦି ପ୍ରାୟ ୩ କିମି ଦୂର ଲିଙ୍ଗିପୁର ନଦୀ ପଠାକୁ ନେଇଯାଇଥିଲେ। ସେଠାରେ ଶାବଳରେ ଏଟିଏମ୍‌କୁ ଭାଙ୍ଗି ୨୦ରୁ ୨୫ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story