ଭୁବନେଶ୍ୱର ପୁସ୍ତକ ମେଳାରେ ପଶ୍ଚିମା ପବ୍ଲିକେଶନ୍‌ର ପୁସ୍ତକ ଉନ୍ମୋଚିତ

<p>ଭୁବନେଶ୍ୱର (ଓଡ଼ିଶା ରୋପୋର୍ଟର): ୩୪ତମ ଭୁବନେଶ୍ୱର ପୁସ୍ତକ ମେଳାରେ ରବିବାର ପଶ୍ଚିମା ପବ୍ଲିକେଶନ୍ ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ &nbsp;ହୋଇଯାଇଛି। ବହୁ କବି ଗାଳ୍ପିକଙ୍କର ତଥା ଉପନ୍ୟାସିକଙ୍କ ପୁସ୍ତକ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ସାରଦା ରଥଙ୍କର ଅନୁବାଦ ଉପନ୍ୟାସ &lsquo;ପରିତପ୍ତ ଲଙ୍କେଶ୍ୱରୀ&rsquo;, &nbsp;ଅରବିନ୍ଦ ରାୟଙ୍କର ଉପନ୍ୟାସ &lsquo;ବସ୍ତି&rsquo; ଗାୟତ୍ରୀ ସରାଫଙ୍କ ଗଳ୍ପ &lsquo;କେହି ତ ଜଣେ&rsquo;, ଡ.ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କର ନୂଆ ଢଗଢମାଳି ଭଳି ୨୦ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡ. ପ୍ରତିଭା ରାୟ ଯୋଗ ଦେଇ ବର୍ତ୍ତମାନର ଲେଖକ ଓ ସେମାନଙ୍କ ଲେଖାର ଗୁଣାତ୍ମକମାନ ବିଷୟରେ ଆଲୋଚନା କରିଥିଲେ। ଇଲୋକ୍ଟ୍ରୋନିକ ଯୁଗରେ ଓଡ଼ିଆ ସାହିତ୍ୟ କିଭଳି ତିଷ୍ଟି ରହିବ ସେ ବିଷୟରେ ଲେଖକଙ୍କୁ ଆହ୍ୱାନ ଦେଇଥିଲେ। ସେହିଭଳି ବିଶିଷ୍ଟ ଲେଖିକା ଡ.ଅର୍ଚ୍ଚନା ନାୟକ ଯୋଗ ଦେଇ ଯୁବପିଢ଼ୀର ସାହିତ୍ୟିକଙ୍କୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଅନ୍ୟ ସମ୍ମାନିତ ଅତିଥି ସାହିତ୍ୟ ଆକାଡେମୀର କାର୍ଯ୍ୟକ୍ରମ ଅଧିକାରୀ ଆଲୋଚକ ଡ.ମିହିର ସାହୁ ଯୋଗ ଦେଇଥିଲେ।</p> <p>&amp;nbsp;</p>

Ordigital Desk
  • Published: Sunday, 19 November 2017
  • Updated: 19 November 2017, 10:40 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରୋପୋର୍ଟର): ୩୪ତମ ଭୁବନେଶ୍ୱର ପୁସ୍ତକ ମେଳାରେ ରବିବାର ପଶ୍ଚିମା ପବ୍ଲିକେଶନ୍ ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ &nbsp;ହୋଇଯାଇଛି। ବହୁ କବି ଗାଳ୍ପିକଙ୍କର ତଥା ଉପନ୍ୟାସିକଙ୍କ ପୁସ୍ତକ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ସାରଦା ରଥଙ୍କର ଅନୁବାଦ ଉପନ୍ୟାସ &lsquo;ପରିତପ୍ତ ଲଙ୍କେଶ୍ୱରୀ&rsquo;, &nbsp;ଅରବିନ୍ଦ ରାୟଙ୍କର ଉପନ୍ୟାସ &lsquo;ବସ୍ତି&rsquo; ଗାୟତ୍ରୀ ସରାଫଙ୍କ ଗଳ୍ପ &lsquo;କେହି ତ ଜଣେ&rsquo;, ଡ.ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କର ନୂଆ ଢଗଢମାଳି ଭଳି ୨୦ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡ. ପ୍ରତିଭା ରାୟ ଯୋଗ ଦେଇ ବର୍ତ୍ତମାନର ଲେଖକ ଓ ସେମାନଙ୍କ ଲେଖାର ଗୁଣାତ୍ମକମାନ ବିଷୟରେ ଆଲୋଚନା କରିଥିଲେ। ଇଲୋକ୍ଟ୍ରୋନିକ ଯୁଗରେ ଓଡ଼ିଆ ସାହିତ୍ୟ କିଭଳି ତିଷ୍ଟି ରହିବ ସେ ବିଷୟରେ ଲେଖକଙ୍କୁ ଆହ୍ୱାନ ଦେଇଥିଲେ। ସେହିଭଳି ବିଶିଷ୍ଟ ଲେଖିକା ଡ.ଅର୍ଚ୍ଚନା ନାୟକ ଯୋଗ ଦେଇ ଯୁବପିଢ଼ୀର ସାହିତ୍ୟିକଙ୍କୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଅନ୍ୟ ସମ୍ମାନିତ ଅତିଥି ସାହିତ୍ୟ ଆକାଡେମୀର କାର୍ଯ୍ୟକ୍ରମ ଅଧିକାରୀ ଆଲୋଚକ ଡ.ମିହିର ସାହୁ ଯୋଗ ଦେଇଥିଲେ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos