ରାଜଧାନୀରେ ଜାଲ୍‌ନୋଟ୍ କାରବାର, ମାଷ୍ଟରମାଇଣ୍ଡ ଗିରଫ  

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଜାଲ୍ ନୋଟ୍ ଛପା ଘଟଣାର ମାଷ୍ଟମାଇଣ୍ଡ କୁହାଯାଉଥିବା ରାଜକିଶୋର ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ତାଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଗିରଫ କରାଯାଇଛି। ସେ ଚେନ୍ନାଇରୁ ଫେରୁଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେମାନେ ରାଜକିଶୋର ବିଷୟରେ କହିଥିଲେ। ଏ ଘଟଣାରେ ଆଉ ଦୁଇ ଜଣ ଫେରାର ଅଛନ୍ତି। ସାଲିଆସାହିର ଏକ ଘରୁ କମିଶନରେଟ୍ ପୋଲିସ୍ […]

pp

pp

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 02:28 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଜାଲ୍ ନୋଟ୍ ଛପା ଘଟଣାର ମାଷ୍ଟମାଇଣ୍ଡ କୁହାଯାଉଥିବା ରାଜକିଶୋର ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ତାଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଗିରଫ କରାଯାଇଛି। ସେ ଚେନ୍ନାଇରୁ ଫେରୁଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଥିଲା।

ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେମାନେ ରାଜକିଶୋର ବିଷୟରେ କହିଥିଲେ। ଏ ଘଟଣାରେ ଆଉ ଦୁଇ ଜଣ ଫେରାର ଅଛନ୍ତି।

ସାଲିଆସାହିର ଏକ ଘରୁ କମିଶନରେଟ୍ ପୋଲିସ୍ ଚଢ଼ାଉ ବେଳେ ଛାପା ଯନ୍ତ୍ରାଂଶ ସହ କାଗଜ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos