ପୁରସ୍କୃତ ହେବେ ବାବୁ: ଭଲ କାମ କଲେ ପାଇବେ ଗ୍ରୀନ୍‌ ମାର୍କ

ଭୁବନେଶ୍ୱର: କାର୍ଯ୍ୟ ଆଧାରରେ ଏଣିକି ରାଜ୍ୟର ସରକାରୀ ବାବୁମାନଙ୍କୁ ଦିଆଯିବ ମାର୍କ। ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ଦିଆଯିବ ଗ୍ରୀନ୍ ମାର୍କ। ଆଉ ଯେଉଁମାନେ ଆଶାନୁରୂପ କାମ ନକରିବେ ସେମାନଙ୍କୁ ଦିଆଯିବ ରେଡ୍ ମାର୍କ। ଲୋକଙ୍କ ଅଭାବ ଓ ଅସୁବିଧାଗୁଡ଼ିକର ତ୍ୱରିତ୍‌ ସମାଧାନ କଲେ ଗ୍ରୀନ୍‌ ମାର୍କ ଦିଆଯିବ। କେବଳ ସେତିକି ନୁହେଁ, ଉଭୟ ଗ୍ରୀନ୍‌ ଓ ରେଡ୍ ମାର୍କ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଭେଟିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏ […]

cmcopy

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 05:43 PM IST

ଭୁବନେଶ୍ୱର: କାର୍ଯ୍ୟ ଆଧାରରେ ଏଣିକି ରାଜ୍ୟର ସରକାରୀ ବାବୁମାନଙ୍କୁ ଦିଆଯିବ ମାର୍କ। ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ଦିଆଯିବ ଗ୍ରୀନ୍ ମାର୍କ। ଆଉ ଯେଉଁମାନେ ଆଶାନୁରୂପ କାମ ନକରିବେ ସେମାନଙ୍କୁ ଦିଆଯିବ ରେଡ୍ ମାର୍କ। ଲୋକଙ୍କ ଅଭାବ ଓ ଅସୁବିଧାଗୁଡ଼ିକର ତ୍ୱରିତ୍‌ ସମାଧାନ କଲେ ଗ୍ରୀନ୍‌ ମାର୍କ ଦିଆଯିବ। କେବଳ ସେତିକି ନୁହେଁ, ଉଭୟ ଗ୍ରୀନ୍‌ ଓ ରେଡ୍ ମାର୍କ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଭେଟିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏ ଘୋଷଣା କରିଛନ୍ତି। ସୋସିଆଲ୍ ମିଡିଆ ଗ୍ରୀଭାନ୍ସ ସେଲ୍‌କୁ ଲୋକାର୍ପିତ କରିବା ଅବସରରେ ସେ ଏହି ଘୋଷଣା କରିଛନ୍ତି।

 

Related story