ରାଜଧାନୀରେ ମୃତ୍ୟୁର ସୌଦା: ମଣିଷକୁ ମାରିବା ପାଇଁ ମଣିଷ କରୁଛି ଡିଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ମୃତ୍ୟୁର ହେଉଛି ସୌଦା। ମଣିଷକୁ ମାରିବା ପାଇଁ ମଣିଷ କରୁଛି ଡିଲ୍। ପକେଟକୁ ଟଙ୍କା ଆସିଗଲା ପରେ ରାତି ତ ରାତି, ସ୍ପଷ୍ଟ ଦିବାଲୋକରେ ମୁଣ୍ଡ ଗଡାଉଛନ୍ତି ସୁପାରି କିଲର୍। ମାତ୍ର କେଇ ହଜାର ଟଙ୍କା ପାଇଁ ମଣିଷ ଗଡ଼ାଉଛି ମଣିଷର ମୁଣ୍ଡ। ଯାହାର ଜ୍ଜ୍ୱଳନ୍ତ ଉଦାହରଣ ହେଉଛି, ଭୁବନେଶ୍ୱର ସାମନ୍ତରାପୁର ମିଠା ବ୍ୟବସାୟୀ ହତ୍ୟାକାଣ୍ଡା। ୫୦ ହଜାର ଟଙ୍କାର ଡିଲ୍ ଆଉ ୧୦ ହଜାର ଆଡଭାନ୍ସ ପାଇବା ପରେ ମିଠା […]

bbsr

bbsr

Ranjit Kumar Jena
  • Published: Monday, 12 October 2020
  • Updated: 12 October 2020, 07:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ମୃତ୍ୟୁର ହେଉଛି ସୌଦା। ମଣିଷକୁ ମାରିବା ପାଇଁ ମଣିଷ କରୁଛି ଡିଲ୍। ପକେଟକୁ ଟଙ୍କା ଆସିଗଲା ପରେ ରାତି ତ ରାତି, ସ୍ପଷ୍ଟ ଦିବାଲୋକରେ ମୁଣ୍ଡ ଗଡାଉଛନ୍ତି ସୁପାରି କିଲର୍। ମାତ୍ର କେଇ ହଜାର ଟଙ୍କା ପାଇଁ ମଣିଷ ଗଡ଼ାଉଛି ମଣିଷର ମୁଣ୍ଡ। ଯାହାର ଜ୍ଜ୍ୱଳନ୍ତ ଉଦାହରଣ ହେଉଛି, ଭୁବନେଶ୍ୱର ସାମନ୍ତରାପୁର ମିଠା ବ୍ୟବସାୟୀ ହତ୍ୟାକାଣ୍ଡା। ୫୦ ହଜାର ଟଙ୍କାର ଡିଲ୍ ଆଉ ୧୦ ହଜାର ଆଡଭାନ୍ସ ପାଇବା ପରେ ମିଠା ବ୍ୟବସାୟୀଙ୍କୁ ରାଜରାସ୍ତାରେ ହାଣି ହତ୍ୟା କରିଥିଲେ ସୁପାରି କିଲର୍। ବ୍ୟବସାୟିକ ଶତ୍ରୁତାରୁ ସଂଘଟିତ ଏହି ଲୋମହର୍ଷକ ହତ୍ୟାକାଣ୍ଡର ଖୁଲାସା କରି ଆଜି ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି କମିଶନରେଟ୍ ପୁଲିସ୍। ସୁପାରି କିଲର୍ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍।

ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା କୁଖ୍ୟାତ ଅପରାଧୀ ହେଲେ ଶ୍ରୀତିକ୍ ବିଶ୍ୱାଳ, ଯିଏ ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ମାମଲାରେ ସଂପୃକ୍ତ ସୁପାରି କିଲର୍। ଶ୍ରୀତିକ୍ ବିଶ୍ୱାଳର ପ୍ରମୁଖ ସହଯୋଗୀ ହେଉଛି ଆଶୁତୋଷ ମହାନ୍ତି। ଉଭୟେ ମିଶି ଗତ ୪ ତାରିଖ ଅପରାହ୍ନରେ ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ। ଆଉ ଫେରାର୍ ହେବାର ସପ୍ତାହକ ପରେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ୍।

ପୂରା ଘଟଣାକ୍ରମ ଏହାଯେ, ପ୍ରଭାକର ସାହୁ ଓରଫ୍ ଶମ୍ଭୁ, ଯିଏକି ମର୍ଡର ପାଇଁ ସୁପାରି ଦେଇଥିବା ରାଜକିଶୋର ବେହେରାଙ୍କ ଜେଜେବାପାଙ୍କ ମିଠା ଦୋକାନରେ କାରିଗର ଭାବେ କାମ କରୁଥିଲେ। କିନ୍ତୁ ଲକଡାଉନରେ ବେପାର କ୍ଷତି ହେବାରୁ ଏହି ମିଠା ଦୋକାନ ବନ୍ଦ ହୋଇଗଲା। ଶେଷରେ ବାଧ୍ୟ ହୋଇ ଶମ୍ଭୁ ସାହୁ ନିଜେ ଏକ ଦୋକାନ ଆରମ୍ଭ କରି ମିଠା ବ୍ୟବସାୟ କରୁଥିଲେ। ଏହାକୁ ନେଇ ରାଜକିଶୋରଙ୍କ ପରିବାର ଏବଂ ଶମ୍ଭୁଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା।

ସେହି ଶତ୍ରୁତାରୁ ଶମ୍ଭୁଙ୍କୁ ହତ୍ୟା କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା ରାଜକିଶୋର। ସେଥିପାଇଁ ସୁପାରିକିଲର୍ ଶ୍ରୀତିକ ସହ ୫୦ ହଜାର ଟଙ୍କା ଏବଂ ଓକିଲ୍ ଖର୍ଚ୍ଚ ପାଇଁ ମଧ୍ୟ କଥା ଛିଣ୍ଡିଥିଲା। ଆଉ ଶେଷରେ ଅଗ୍ରୀମ ୧୦ ହଜାର ନେଇ ହତ୍ୟା ପାଇଁ ସହଯୋଗୀ ଆଶୁତୋଷ ସହ ବାଇକରେ ମିଶି ବାହାରିଥିଲା ଶ୍ରୀତିକ୍। ଆଶୁତୋଷ ବାଇକ୍ ଚଳାଉଥିବାବେଳେ ପଛରେ ବସି ଖଣ୍ଡାରେ ଶମ୍ଭୁଙ୍କୁ ହାଣି ହତ୍ୟା କରିଥିଲା ଶ୍ରୀତିକ୍। ପରେ ଉଭୟେ ଘଟଣାସ୍ଥଳରୁ ଖସିଯାଇଥିଲେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଅଭିଜିତ ସାହୁଙ୍କ ପାଖକୁ।

ତେବେ ରାଜ୍ୟରେ ସୁପାରୀ କିଲିଂ ଟ୍ରେଣ୍ଡ ନୂଆ ନୁହେଁ। କେନ୍ଦୁଝର ଖଣି ବ୍ୟବସାୟୀ ରଶ୍ମି ମହାପାତ୍ର ଅପହରଣ ସହ ହତ୍ୟା ମାମଲା ହେଉ କିମ୍ବା ଭୁବନେଶ୍ୱର କଳ୍ପନା ଫ୍ଲାଟ୍ ଡବଲ ମର୍ଡର। ସବୁଥିରେ ସୁପାରୀ କିଲରଙ୍କ ହାତ। ଏସବୁ ଭିତରେ ବ୍ୟବସାୟିକ ଶତ୍ରୁତାରୁ ସୁପାରୀ ଦେଇ ଜଣେ ମିଠା ଦୋକାନୀଙ୍କୁ ହତ୍ୟା ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି। ତେବେ ଏହି ଘଟଣାରେ ସୁପାରି ଦେଇଥିବା ରାଜକିଶୋର ସହ ତା ଜେଜେବାପା, ବାପା, ମା ସହ ୬ ଜଣଙ୍କୁ ପୂର୍ବରୁ ଗିରଫ କରିସାରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story