୧୦ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିବ ଏୟାର ଇଣ୍ଡିଆ ବିମାନ

<p>ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧା ଉଡ଼ାଣ କରିବ ଏୟାର ଇଣ୍ଡିଆ ବିମାନ। ଆସନ୍ତା ୧୦ ତାରିଖରୁ ବ୍ୟାଙ୍କକକୁ ସିଧା ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏହି ସେବା ଆରମ୍ଭ ହେବା ଫଳରେ ବ୍ୟାଙ୍କକକୁ &nbsp;ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ପର୍ଯ୍ୟଟନ ଓ ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।</p> <p>୨୦୧୦ ଅକ୍ଟୋବର ୩୧ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା।&nbsp; ୨୦୧୭ ଏପ୍ରିଲ ୨୬ ତାରିଖରେ ପ୍ରଥମେ ଅନ୍ତର୍ଜାତୀୟ ବିମାନ ସେବା ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଆରମ୍ଭ ହୋଇଥିଲା।</p>

Ordigital Desk
  • Published: Tuesday, 05 December 2017
  • Updated: 05 December 2017, 01:04 PM IST

Sports

Latest News

<p>ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧା ଉଡ଼ାଣ କରିବ ଏୟାର ଇଣ୍ଡିଆ ବିମାନ। ଆସନ୍ତା ୧୦ ତାରିଖରୁ ବ୍ୟାଙ୍କକକୁ ସିଧା ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏହି ସେବା ଆରମ୍ଭ ହେବା ଫଳରେ ବ୍ୟାଙ୍କକକୁ &nbsp;ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ପର୍ଯ୍ୟଟନ ଓ ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।</p><p>୨୦୧୦ ଅକ୍ଟୋବର ୩୧ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା।&nbsp; ୨୦୧୭ ଏପ୍ରିଲ ୨୬ ତାରିଖରେ ପ୍ରଥମେ ଅନ୍ତର୍ଜାତୀୟ ବିମାନ ସେବା ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଆରମ୍ଭ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos