ଭୁବନେଶ୍ୱର: କୁଆଖାଇ ପୋଲରେ ସିରିଜ୍ ଦୁର୍ଘଟଣା

ଭୁବନେଶ୍ୱର: କୁଆଖାଇ ପୋଲ ଉପରେ ଆଜି ସକାଳେ ସିରିଜ୍‌ ଦୁର୍ଘଟଣା ଘଟିଛି।  ପଛକୁ  ପଛ ୩ଟି ଟ୍ରକ୍ ଓ ଟ୍ୟାଙ୍କର୍‌ ମଧ୍ୟରେ ଧକ୍କା ହେବାରୁ କିଛି ସମୟ ପାଇଁ କଟକ-ଭୁବନେଶ୍ୱର ରାସ୍ତା ଜାମ୍ ହୋଇଥିଲା। ଟ୍ୟାଙ୍କର୍ ଭିତରେ ଫସି ଥିବା ଡ୍ରାଇଭରକୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲା।

accident

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 08:40 AM IST

Related story