ବିଜେପୁର ଉପନିର୍ବାଚନ ପାଇଁ ୩ ଦିନ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ବିଜେପୁର ଉପନିର୍ବାଚନରେ ମତଦାନ କରିବା ନିମନ୍ତେ ନିର୍ବାଚନମଣ୍ଡଳୀ ବାହାରରେ ରହୁଥିବା ଭୋଟରମାନଙ୍କୁ ୩ଦିନ ଛୁଟି ସବୈତନିକ ଛୁଟି ମିଳିବ। ନିର୍ବାଚନର ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ଅର୍ଥାତ୍ ୨୦ରୁ ୨୨ତାରିଖ ୩ଦିନ ଛୁଟି ମିଳିବ। ଏହାବ୍ୟତୀତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ୩ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ […]

bijepur-1..

bijepur-1..

Manoranjan Sial
  • Published: Friday, 18 October 2019
  • Updated: 18 October 2019, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ବିଜେପୁର ଉପନିର୍ବାଚନରେ ମତଦାନ କରିବା ନିମନ୍ତେ ନିର୍ବାଚନମଣ୍ଡଳୀ ବାହାରରେ ରହୁଥିବା ଭୋଟରମାନଙ୍କୁ ୩ଦିନ ଛୁଟି ସବୈତନିକ ଛୁଟି ମିଳିବ। ନିର୍ବାଚନର ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ଅର୍ଥାତ୍ ୨୦ରୁ ୨୨ତାରିଖ ୩ଦିନ ଛୁଟି ମିଳିବ। ଏହାବ୍ୟତୀତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ୩ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ମଧ୍ୟ ଗୋଟିଏ ଦିନ ସ୍ୱତନ୍ତ୍ର ଇଚ୍ଛାଧୀନ ଛୁଟି ନେଇପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story