ବିଜେପୁର ଉପନିର୍ବାଚନ; ପ୍ରଚାର ମଇଦାନରେ ୩ ଦଳର ହେଭିୱେଟ୍‌

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସହ ଆରୋପ ପ୍ରତ୍ୟାରୋପ ବି ସେତିକି ବଢ଼ୁଛି। ତିନି ପ୍ରମୁଖ ଦଳ ନିଜ ସପକ୍ଷରେ ଭୋଟରଙ୍କୁ ଟାଣିବାକୁ ଚଳାଇଛନ୍ତି ଜୋରଦାର କସରତ। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଗତକାଲି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଜୁଏଲ ଓରାମ।  ବୈଜୟନ୍ତ ବିଜେପୁର ଓ ବରପାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା ଓ ରୋଡ଼ ଶୋ’ କରି ନବୀନଙ୍କୁ […]

bijepur-1.1

bijepur-1.1

Niharika Rout
  • Published: Monday, 14 October 2019
  • Updated: 14 October 2019, 10:51 AM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସହ ଆରୋପ ପ୍ରତ୍ୟାରୋପ ବି ସେତିକି ବଢ଼ୁଛି। ତିନି ପ୍ରମୁଖ ଦଳ ନିଜ ସପକ୍ଷରେ ଭୋଟରଙ୍କୁ ଟାଣିବାକୁ ଚଳାଇଛନ୍ତି ଜୋରଦାର କସରତ।

ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଗତକାଲି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଜୁଏଲ ଓରାମ।  ବୈଜୟନ୍ତ ବିଜେପୁର ଓ ବରପାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା ଓ ରୋଡ଼ ଶୋ’ କରି ନବୀନଙ୍କୁ ଟାର୍ଗେଟ କରିଥିଲେ।

ବୈଜୟନ୍ତ କହିଥିଲେ, ବିଜେପୁରର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହେଲେ ଜିତିବା ପରେ ବିଜେପୁରକୁ ଛାଡ଼ି ଦେଇଛନ୍ତି। ସେହିଭଳି ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇ ନଥିବା ସେ ଅଭିଯୋଗ କରିଥିଲେ। ଜୁଏଲ ଓରାମ ଗାଈସିଲେଟ ବ୍ଲକର ବିଭିନ୍ନ ସ୍ଥାନରେ ଦଳ ପାଇଁ ପ୍ରଚାର କରିଥିଲେ ଓ ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଗତକାଲି ପ୍ରଚାର କରିଥିଲେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୁଶାନ୍ତ ସିଂ। ଗାଈସିଲେଟ ବ୍ଲକରେ ଦଳ ପକ୍ଷରୁ ଏକ ସମାବେଶ କରାଯାଇଥିଲା । ଏହି ଅବସରରେ ବୈଜୟନ୍ତଙ୍କ ଅଭିଯୋଗ ଉପରେ ଜବାବ ରଖି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ଏହି ନିର୍ବାଚନମଣ୍ଡଳୀରେ ଯାହା କୁହାଯାଇଥିଲା ପର୍ଯ୍ୟାୟ କ୍ରମେ ତାହା କାର୍ଯ୍ୟକାରୀ କରାଯାଉଛି।

ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁର ବ୍ଲକ ଅଞ୍ଚଳରେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିଥିଲେ। ସେ କହିଥିଲେ, “ବିଜେଡି, ବିଜେପି ମୋ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଲୋକେ କଂଗ୍ରେସ ସହ ଅଛନ୍ତି ଓ ସେମାନେ ମୋର ଷ୍ଟାର ପ୍ରଚାରକ।”  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story