ବାଇକ୍‌କୁ ପିଟିଦେଲା ବାଇକ୍‌, ଚାଲିଗଲା ୩ ଜୀବନ‌

ଆନନ୍ଦପୁର(ମୁନା ସିଂ); ଆନନ୍ଦପୁର ଥାନା ଗହଳମୁଣ୍ଡା କଲୋନୀ ସାହିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ୩ ଜଣଙ୍କ  ମୃତ୍ୟୁ ହୋଇଛି । ମୃତକ ୩ ଜଣ ହେଲେ କୋଠଡିହା ଗାଁର ସିଙ୍ଗରାଇ ଜଙ୍କ, ଗହଳମୁଣ୍ଡା ଗାଁର ବନମାଳୀ ଗାଗରାଇ ଓ ଅଜୟ ଦିଗାର। ଏହି ଦୁର୍ଘଟଣାରେ ସିଙ୍ଗରାଇଙ୍କ ୮ ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,  ସିଙ୍ଗରାଇ  ନିଜ  ଅସୁସ୍ଥ ପୁଅକୁ  ଆନନ୍ଦପୁର ଡାକ୍ତରଖାନା ନେଇ ଗତକାଲି ରାତିରେ ଘରକୁ […]

accident-1

accident-1

Niharika Rout
  • Published: Sunday, 17 May 2020
  • Updated: 17 May 2020, 09:07 AM IST

Sports

Latest News

ଆନନ୍ଦପୁର(ମୁନା ସିଂ); ଆନନ୍ଦପୁର ଥାନା ଗହଳମୁଣ୍ଡା କଲୋନୀ ସାହିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ୩ ଜଣଙ୍କ  ମୃତ୍ୟୁ ହୋଇଛି । ମୃତକ ୩ ଜଣ ହେଲେ କୋଠଡିହା ଗାଁର ସିଙ୍ଗରାଇ ଜଙ୍କ, ଗହଳମୁଣ୍ଡା ଗାଁର ବନମାଳୀ ଗାଗରାଇ ଓ ଅଜୟ ଦିଗାର। ଏହି ଦୁର୍ଘଟଣାରେ ସିଙ୍ଗରାଇଙ୍କ ୮ ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ସିଙ୍ଗରାଇ  ନିଜ  ଅସୁସ୍ଥ ପୁଅକୁ  ଆନନ୍ଦପୁର ଡାକ୍ତରଖାନା ନେଇ ଗତକାଲି ରାତିରେ ଘରକୁ ଫେରୁଥିଲେ। ସେହି ସମୟରେ ବିପରୀତ ଦିଗରୁ ବନମାଳୀ ଗାଗରାଇ ଓ ଅଜୟ ଦିଗାର ନାମକ ୨ ଯୁବକ ଏକ ବାଇକ୍‌ରେ  ଦ୍ରୁତ ଗତିରେ ଆସୁଥିଲେ। ଗହଳମୁଣ୍ଡା କଲୋନୀ ସାହି ନିକଟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ସିଙ୍ଗରାଇ ଓ ବନମାଳୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲ ପଠାଯାଇଥିଲା। ସେଠାରେ ଅଜୟଙ୍କ ମୃତ୍ୟୁ ହୋଇଥିଲା।  ଏହି ଦୁର୍ଘଟଣାରେ ସିଙ୍ଗରାଇଙ୍କ ୮ ବର୍ଷର ପୁଅ ଆହତ ହୋଇଥିବା ବେଳେ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ମୃତ ୩ ଜଣ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story