ଖୋର୍ଦ୍ଧା ନିକଟରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ କାରକୁ ପିଟିଲା ଟ୍ରକ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦଳେଇପୁଟ ନିକଟରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ କାରକୁ ପଛରୁ ଏକ ଟ୍ରକ ଧକ୍କା ଦେଇଛି। ଗାଡ଼ିଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀ ଆରୁଖ ଓ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ପୋଲିସ ଟ୍ରକ୍‌କୁ ଜବତ କରିଛି।

bikram-arkuh-enters

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 10:39 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦଳେଇପୁଟ ନିକଟରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ କାରକୁ ପଛରୁ ଏକ ଟ୍ରକ ଧକ୍କା ଦେଇଛି। ଗାଡ଼ିଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀ ଆରୁଖ ଓ ଅନ୍ୟମାନେ ସୁରକ୍ଷିତ ଅଛନ୍ତି।

ଅନ୍ୟପକ୍ଷରେ ପୋଲିସ ଟ୍ରକ୍‌କୁ ଜବତ କରିଛି।

Related story