ବିମାନବନ୍ଦର ଆଖପାଖ ଓ ରନୱେ ଅଞ୍ଚଳ ରାସ୍ତା ହେବ ନୋ କ୍ରାକର୍ସ ଜୋନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ଆଖପାଖ ଓ ରନୱେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ରାସ୍ତାକୁ ନୋ କ୍ରାକର୍ସ ଜୋନ୍ କରାଯିବ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଶୀଘ୍ର ଏ ସଂକ୍ରାନ୍ତରେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଯାଞ୍ଚ କରାଯିବ। ପରେ ଉକ୍ତ ଅଞ୍ଚଳକୁ ନୋ କ୍ରାକର୍ସ ଜୋନ୍ ଭାବେ ନୋଟିଫିକେସନ୍ କରାଯାଇ ବୋର୍ଡ ଲଗାଯିବ ବୋଲି ଜଣାପଡିଛି।

airport

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 03:34 AM IST

Related story