ବିଧାନସଭାରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଝଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ବିଧାନସଭା ହୁଲସ୍ତୁଲ ହୋଇଛି। ବିରୋଧୀଙ୍କ ପ୍ରବଳ ଦାବି ପରେ ଗୃହରେ ବିବୃତି ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏ ସମ୍ପର୍କରେ ଗୃହରେ ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ। ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ବିରୋଧୀ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ। ଫଳରେ ପ୍ରଶ୍ନ କାଳ ଚାଲି ପାରିନଥିଲା। ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ପରେ […]

Ruchika

Ruchika

Niranjan Mishra
  • Published: Monday, 04 July 2022
  • Updated: 04 July 2022, 05:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ବିଧାନସଭା ହୁଲସ୍ତୁଲ ହୋଇଛି। ବିରୋଧୀଙ୍କ ପ୍ରବଳ ଦାବି ପରେ ଗୃହରେ ବିବୃତି ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏ ସମ୍ପର୍କରେ ଗୃହରେ ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ। ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ବିରୋଧୀ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ। ଫଳରେ ପ୍ରଶ୍ନ କାଳ ଚାଲି ପାରିନଥିଲା। ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ପରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଏହା ଏକ ସ୍ପର୍ଶକାତର ବିଷୟ ବୋଲି ସେ କହିବା ସହ ଏହି ଘଟଣା ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି ବୋଲି କହିଥିଲା। ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଥିବା ସେ ଅଭିଯୋଗ କରିଛନ୍ତି। କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଆକ୍ସନ ନିଆଯାଉ ବୋଲି ବିଜେପି ଦାବି କରିଛି। ୨୦୨୧-୨୨ ମସିହା ମଧ୍ୟରେ ଓଡ଼ିଶାରୁ ଏ ସମ୍ପର୍କିତ ୪୦ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି। ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ ବସିଥିବା ସେ ଅଭିଯୋଗ କରିଛନ୍ତି। ରାଗିଂ ରୋକିବା ପାଇଁ  ସ୍ୱତନ୍ତ୍ର ନୂଆ କଡ଼ା ଆଇନ ରାଜ୍ୟ ସରକାର ଆଣିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଗିଂ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି। ୫ ବର୍ଷରେ ୩ ହଜାର ୧୦୦ଛାତ୍ର ଓ  ଛାତ୍ରୀ ଆମହତ୍ୟା କରିଥିବା ସେ ତଥ୍ୟ ଦେଇଛନ୍ତି।

ସେପଟେ କଂଗ୍ରେସ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏହା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଆଣ୍ଟି ରାଗିଂ କମିଟି ବୈଠକ କେବେ ବସୁନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଥିବାରୁ ବୈଠକ ଡାକି ଏଭଳି ଘଟଣାକୁ ରୋକାଯାଉ ବୋଲି କହିଛନ୍ତି ସୁର।

ତେଣେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ତଦନ୍ତ ପାଇଁ କଲେଜ ପକ୍ଷରୁ ଇନ୍‌କ୍ୱାରି କମିଟି ଗଠନ ହୋଇଛି। ଏହି ଟିମ୍‌ରେ ଅଛନ୍ତି ୭ ଜଣ ସଦସ୍ୟ। କଲେଜର ପ୍ରିନ୍ସପାଲ ନିରଂଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ତଦନ୍ତରେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରାଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story