୩୩ ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ତାଲିକା ଜାରି କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଜେଡି ଆଜି ତା’ର ୩୩ଟି ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀଙ୍କ ନାମ ଘୋଷଣା କରିଛି। ବିଜେଡି ରାଜ୍ୟ ରିଟର୍ଣ୍ଣିଂ ଅଧିକାରୀ ପ୍ରତାପ କେଶରୀ ଦେବ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ନାମ ଜାରି କରିଛନ୍ତି। ଦଳର ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ବିଚାରବିମର୍ଶ କରି ଏହି ରିଟର୍ଣ୍ଣିଂ ଅଧିକାରୀଙ୍କ ତାଲିକା ଜାରି କରାଯାଇଥିବା ସୂଚନା ମିଳିଛି। ଦଳ ଚଳିତ ମାସ ଶେଷ […]

bjd-1..

bjd-1..

Manoranjan Sial
  • Published: Tuesday, 03 December 2019
  • Updated: 03 December 2019, 07:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଜେଡି ଆଜି ତା’ର ୩୩ଟି ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀଙ୍କ ନାମ ଘୋଷଣା କରିଛି। ବିଜେଡି ରାଜ୍ୟ ରିଟର୍ଣ୍ଣିଂ ଅଧିକାରୀ ପ୍ରତାପ କେଶରୀ ଦେବ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ନାମ ଜାରି କରିଛନ୍ତି। ଦଳର ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ବିଚାରବିମର୍ଶ କରି ଏହି ରିଟର୍ଣ୍ଣିଂ ଅଧିକାରୀଙ୍କ ତାଲିକା ଜାରି କରାଯାଇଥିବା ସୂଚନା ମିଳିଛି। ଦଳ ଚଳିତ ମାସ ଶେଷ ସୁଦ୍ଧା ବ୍ଲକ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ ନିର୍ବାଚନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଦଳର ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ତାରିଖ ପୂର୍ବରୁ ଏହି ପ୍ରକ୍ରିୟା ସରିବ ବୋଲି ଜଣାପଡ଼ିଛି।

ବିଜେଡି ପକ୍ଷରୁ ଜାରି ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ତାଲିକା ଅନୁସାରେ ରାୟଗଡ଼ା ଜିଲ୍ଲା ପାଇଁ ବ୍ରଜସୁନ୍ଦର ନାୟକ, ନୂଆପଡ଼ା-ମୂଲଚାନ୍ଦ ଫଣ୍ଡେ, ସୁନ୍ଦରଗଡ଼-ପ୍ରଦୀପ ମହାପାତ୍ର, ସୁବର୍ଣ୍ଣପୁର-ଶରତ ଚନ୍ଦ୍ର ଭୋଇ, ସମ୍ବଲପୁର-ଆର୍ତ୍ତତ୍ରାଣ ମିଶ୍ର, ରାଉରକେଲା-ସନ୍ତୋଷ ନାୟକ, ପୁରୀ-ଶ୍ରୀପ୍ରକାଶ ମିଶ୍ର, ନୟାଗଡ଼-ଗଙ୍ଗାଧର ପଣ୍ଡା, ନବରଙ୍ଗପୁର-ସଚ୍ଚିଦାନନ୍ଦ ସ୍ୱାଇଁ, ମାଲକାନଗିରି-ଡମ୍ବୁର ସିସା, ମୟୂରଭଞ୍ଜ(ସଦର)- ମଙ୍ଗଳସିଂ ମୁଡି, ମୟୂରଭଞ୍ଜ-କୃଷ୍ଣଚନ୍ଦ୍ର ଦାସ, କୋରାପୁଟ- ନରେନ୍ଦ୍ର କୁମାର ସ୍ୱାଇଁ, ଅନୁଗୁଳ- ବାଉରୀବନ୍ଧୁ ମହାପାତ୍ର, ବାଲେଶ୍ୱର-ପ୍ରଣବ କୁମାର ପଣ୍ଡା, ଭଦ୍ରକ- ଜତିକାନ୍ତ ନାୟକ,ଭୁବନେଶ୍ୱର- ଶେଖ୍ ନିଜାମଉଦ୍ଦିନ, ବଲାଙ୍ଗୀର- ମୋହନଲାଲ ଜୈନ, ବୌଦ୍ଧ- ତପନ କୁମାର ଦଳେଇ, କଟକ- ମନୋରଞ୍ଜନ ଖଟୁଆ, ଦେବଗଡ଼- କାମାକ୍ଷାପ୍ରସାଦ ଗଙ୍ଗଦେବ, ଢେଙ୍କାନାଳ-ଧର୍ମାନନ୍ଦ ବରାଳ, ଗଜପତି-ପନ୍ତଳାପ୍ରସାଦ ରାଓ, ଗଞ୍ଜମ- ପ୍ରମୋଦ କୁମାର ପାତ୍ର, ଜଗତସିଂହପୁର- ଗୌତମ ପାଲିତ୍, ଝାରସୁଗୁଡ଼ା- ସୟେଦ ବେଗ, ଯାଜପୁର-ବାବାଜି ଚରଣ ଦାସ, କଳାହାଣ୍ଡି- ସୁନୀଲ କୁମାର ମୁଣ୍ଡ, କେନ୍ଦ୍ରାପଡ଼ା- ଧୀରେନ ସାହୁ, କେନ୍ଦୁଝର- ସଞ୍ଜୟ ମିଶ୍ର, ଖୋର୍ଦ୍ଧା- ରଶ୍ମୀରଞ୍ଜନ ବ୍ରହ୍ମା ଓ କନ୍ଧମାଳ- ବିରୂପାକ୍ଷ ପଣ୍ଡାଙ୍କୁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story