ସାଂସଦଙ୍କୁ ନବୀନ ମାଗିଲେ ୨ମାସିଆ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାରକୁ ଆସିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିଛନ୍ତି। ବିଧାୟକମାନଙ୍କୁ ନିରାଡ଼ମ୍ବର ଓ ନିରଳସ ଜୀବନ ଅତିବାହିତ କରି ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପାଇଁ ପରାମର୍ଶ ଦେବାପରେ ମନ୍ତ୍ରୀମାନଙ୍କୁ ବିଭାଗୀୟ କାର୍ଯ୍ୟର ମାସିକିଆ ରିପୋର୍ଟ ତଲବ କରିଥିଲେ। ଆଜି ସେ ଦଳର ସାଂସଦମାନଙ୍କୁ ସେମାନଙ୍କର କାର୍ଯ୍ୟକଳାପର ୨ମାସିିଆ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନବୀନ ଆଜି ନିଜର ସମସ୍ତ ୨୦ଜଣ […]

BJD-Mps

BJD-Mps

Manoranjan Sial
  • Published: Sunday, 14 July 2019
  • Updated: 14 July 2019, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାରକୁ ଆସିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିଛନ୍ତି। ବିଧାୟକମାନଙ୍କୁ ନିରାଡ଼ମ୍ବର ଓ ନିରଳସ ଜୀବନ ଅତିବାହିତ କରି ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପାଇଁ ପରାମର୍ଶ ଦେବାପରେ ମନ୍ତ୍ରୀମାନଙ୍କୁ ବିଭାଗୀୟ କାର୍ଯ୍ୟର ମାସିକିଆ ରିପୋର୍ଟ ତଲବ କରିଥିଲେ। ଆଜି ସେ ଦଳର ସାଂସଦମାନଙ୍କୁ ସେମାନଙ୍କର କାର୍ଯ୍ୟକଳାପର ୨ମାସିିଆ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନବୀନ ଆଜି ନିଜର ସମସ୍ତ ୨୦ଜଣ (୧୨ ଲୋକସଭା ଓ ୮ ରାଜ୍ୟସଭା) ସାଂସଦଙ୍କୁ ଚିଠି ଲେଖି ବିଭିନ୍ନ ସ୍ତରରେ ସେମାନେ କ'ଣ ଓ କିଭଳି କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ଅଗଷ୍ଟ ମାସରୁ ଆରମ୍ଭ କରି ପ୍ରତି ଦୁଇମାସରେ ଥରେ ୧୦ତାରିଖ ସୁଦ୍ଧା ଲିଖିତ ଭାବେ ତାଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ଓ ପଦାଧିକାରୀ ଭାବେ ନିଜ ଦାୟିତ୍ୱ ନିର୍ବାହ, ସଂସଦରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିବା ସହିତ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କ’ଣ ଉଦ୍ୟମ କରିଛନ୍ତି, ସେ ସବୁ ଲିଖିତ ଭାବେ ଜଣାଇବାକୁ ସାଂସଦମାନଙ୍କୁ କହିଛନ୍ତି। ଏହାକୁ ନବୀନ ନିଜେ ନିୟମିତ ସମୀକ୍ଷା କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସେ ସାଂସଦମାନଙ୍କୁ ପରାମର୍ଶ ଦେବେ ବୋଲି କହିଛନ୍ତି।

ନବୀନ କହିଛନ୍ତି, "ରାଜ୍ୟବାସୀ ବିଜେଡିକୁ କ୍ରମାଗତ ପଞ୍ଚମଥର ସେବା କରିବାର ସୁଯୋଗ ଦେବା ସହ ଲୋକସଭାରେ ମଧ୍ୟ ସର୍ବାଧିକ ଆସନରେ ବିଜୟୀ କରାଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ସର୍ବାଧିକ। ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ସଂସଦରେ ଉତଥାପନ କରିବା ପାଇଁ ଦଳର ସାଂସଦଙ୍କ ଆଗ୍ରହ ଓ ପ୍ରତିବଦ୍ଧତା ମୋତେ ଆନନ୍ଦିତ କରିଛି । ଚଳିତ ଲୋକସଭାରେ ବିଜେଡିର ମହିଳା ସାଂସଦମାନେ ସେମାନଙ୍କର ପ୍ରଥମ ପଦାର୍ପଣରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଯେଭଳି ଉତଥାପନ କଲେ, ତାହା ମୋତେ ପ୍ରଭାବିତ କରିଛି। ଉଭୟ ଗୃହରେ ଦଳ ତରଫରୁ ଆପଣମାନଙ୍କୁ ବିଭିନ୍ନ ଗୁରୁ୍ତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଲୋକସଭା ଓ ରାଜ୍ୟସଭାରେ ଆପଣମାନଙ୍କୁ ବିଭିନ୍ନ ପଦପଦବୀରେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏଥର ଲୋକସଭା ଓ ରାଜ୍ୟସଭାରେ ନବାଗତ ଓ ଅଭିଜ୍ଞ ସଦସ୍ୟଙ୍କର ଏକ ସୁନ୍ଦର ସନ୍ତୁଳନ ରହିଛି, ଯାହା ରାଜ୍ୟର ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ୱାର୍ଥ ସହିତ ରାଜ୍ୟର ସାମଗ୍ରିକ କଲ୍ୟାଣ ଓ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ପାଇଁ ସମାଧାନ ଖୋଜିବାରେ ବେଶ୍ ଦକ୍ଷତାର ସହିତ କାର୍ଯ୍ୟ କରିପାରିବ" ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story