‘ବିଧାୟକଙ୍କ ଚକ୍ରାନ୍ତ’ ପୁଣି କାନ୍ଦିଲେ ବିଜେଡି ନେତ୍ରୀ

  • Published: Tuesday, 04 July 2023
  • , Updated: 04 July 2023, 04:15 PM IST

ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ପାରିବାରିକ କଳି ଉଗ୍ରରୂପ ଧାରଣ କରୁଛି। ଗତକାଲି ଅଭିଯୋଗର ଲମ୍ୱା ତାଲିକା ଦେଇ ଗଣମାଧ୍ୟମ ଆଗରେ କାନ୍ଦି ଥିଲେ ସଂଯୁକ୍ତାଙ୍କ ମାଆ ଓ ଭାଉଜ। ଆଉ ନ୍ୟାୟ ପାଇଁ ପୁଲିସ୍‌ କମିଶନରଙ୍କ ପାଖରେ ଗୁହାରୀ କରିଥିଲେ। ସନ୍ଧ୍ୟାରେ ମାଆ ଓ ଭାଉଜଙ୍କ ସବୁ ପ୍ରଶ୍ନ ଉତ୍ତର ଦେଇଛନ୍ତି ସଂଯୁକ୍ତା। ଖାଲି ଉତ୍ତର ଦେଇନାହାନ୍ତି, ବରଂ ପୂର୍ବତନ ଶ୍ରମ ମନ୍ତ୍ରୀଙ୍କୁ ତୀର ମାରିଛନ୍ତି ଓ ନିଜ ଭାଇର କଳା ସାମ୍ରାଜ୍ୟର ହିସାବ ଦେଇଛନ୍ତି।

Related story