ଭୋଟ୍‌ ମାଗୁଛନ୍ତି ଭର୍ତ୍ତୃହରି ଓ ରଣେନ୍ଦ୍ର

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ୧୯ ତାରିଖରେ କଟକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆଠଗଡ଼ ନିର୍ବାଚନ ମଣ୍ଡଳୀର ୪ଟି ବୁଥ୍‌ରେ ହେବ ସାନି ମତଦାନ। ଏଥିପାଇଁ ଜୋର ଧରିଛି ରାଜନୀତି ପ୍ରଚାର। ବିଜେଡି ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଆଜି ୧୩୭ ଓ ୧୩୮ ନମ୍ବର ବୁଥ୍‌କୁ ଯାଇ ଭୋଟ ଭିକ୍ଷା କରିଛନ୍ତି। ବିଜୁ ଜନତା ଦଳକୁ ଡବଲ ଶଂଖରେ ବିପୁଳ ପରିମାଣର ଭୋଟ ଦେବା ପାଇଁ ନିବେଦନ କରିବା […]

bjd-mla-and-mp-candidates-seek-votes-from-people-in-athgarh-for-fresh-polling

Manoranjan Sial
  • Published: Thursday, 16 May 2019
  • Updated: 16 May 2019, 04:07 PM IST

Sports

Latest News

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ୧୯ ତାରିଖରେ କଟକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆଠଗଡ଼ ନିର୍ବାଚନ ମଣ୍ଡଳୀର ୪ଟି ବୁଥ୍‌ରେ ହେବ ସାନି ମତଦାନ। ଏଥିପାଇଁ ଜୋର ଧରିଛି ରାଜନୀତି ପ୍ରଚାର। ବିଜେଡି ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଆଜି ୧୩୭ ଓ ୧୩୮ ନମ୍ବର ବୁଥ୍‌କୁ ଯାଇ ଭୋଟ ଭିକ୍ଷା କରିଛନ୍ତି। ବିଜୁ ଜନତା ଦଳକୁ ଡବଲ ଶଂଖରେ ବିପୁଳ ପରିମାଣର ଭୋଟ ଦେବା ପାଇଁ ନିବେଦନ କରିବା ସହ ପଥପ୍ରାନ୍ତ ସଭାରେ କେନ୍ଦ୍ର ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି।

ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏହି ପୁନଃ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିଥିବା ବେଳେ ଏହା ଲୋକମାନଙ୍କୁ ଅପମାନ ବୋଲି କହିଛନ୍ତି। ତେବେ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story