କୋଭିଡ୍ କଟକଣାକୁ ଫୁ' କଲେ ବିଜେଡି ବିଧାୟିକା

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୋଭିଡ୍ କଟକଣା ମାନିନଥିବା କାରଣରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍ ସିଲ୍ କରାଯାଇଥିବା ବେଳେ ଏବେ ଖୋଦ୍ ବିଜେଡି ନେତା ଓ ନେତ୍ରୀମାନେ କୋଭିଡ୍ ନିୟମ ମାନୁନଥିବାର ବହୁ ଚିତ୍ର ସାମ୍ନାକୁ ଆସୁଛି। କବିସୂର୍ଯ୍ୟନଗର ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ଆସିଛି। Jana sachetan Yatra, B.J.D, Kabisuryanagar @BJDITWing @Naveen_Odisha pic.twitter.com/B3KObT3vkl — Latika Pradhan M.L.A. K.S.Nagar (@pradhan_latika) October 11, 2020 ବିଡମ୍ବନାର […]

latika

latika

Ranjit Kumar Jena
  • Published: Monday, 12 October 2020
  • Updated: 12 October 2020, 03:12 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୋଭିଡ୍ କଟକଣା ମାନିନଥିବା କାରଣରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍ ସିଲ୍ କରାଯାଇଥିବା ବେଳେ ଏବେ ଖୋଦ୍ ବିଜେଡି ନେତା ଓ ନେତ୍ରୀମାନେ କୋଭିଡ୍ ନିୟମ ମାନୁନଥିବାର ବହୁ ଚିତ୍ର ସାମ୍ନାକୁ ଆସୁଛି। କବିସୂର୍ଯ୍ୟନଗର ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ଆସିଛି।

https://twitter.com/pradhan_latika/status/1315307740248469505?s=20

ବିଡମ୍ବନାର କଥା ହେଲା ବିଜେଡି ଜନସଚେତନତା ଯାତ୍ରାର ଫଟୋ ସେ ଟ୍ୱିଟରରେ ଅପଲୋଡ କରି ନିଜେ ଟ୍ରୋଲ୍ ହୋଇଛନ୍ତି। ଫଟୋ ଅନୁସାରେ ବିନା ମାସ୍କରେ ଶହଶହ ଲୋକ ବସିଛନ୍ତି। ସାମାଜିକ ଦୂରତା ଅବଲମ୍ବନ କରାଯାଇ ନାହିଁ। କୋଭିଡ ସମୟରେ ସାମାଜିକ ଦୂରତ୍ୱ କାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Image

Image

ଆଉ ଜଣେ ଲେଖିଛନ୍ତି ଯେ 'ବିଧାୟିକାଙ୍କ ଅସାବଧାନତା କାରଣରୁ ଯଦି କିଛି ଅଘଟଣ ଘଟିଯାଏ ତାହେଲେ ଏଥିପାଇଁ କିଏ ଦାୟୀ ହେବ। ଆଉକେହି ତାଚ୍ଛଲ୍ୟ କରି ଲେଖିଛନ୍ତି ଭିଡ଼ ଟିକିଏ କମ ହୋଇଯାଇଛି ମ୍ୟାଡମ୍, ଆଉ ଟିକିଏ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା। ତେବେ ଏନେଇ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ବିଧାୟିକା ମଧ୍ୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story