ସୌମ୍ୟଙ୍କ କଟାକ୍ଷ: ମହିଳାଙ୍କ ପାଇଁ ଜିତୁଛ, ମହିଳାଙ୍କ ଆବେଗ ବି ବୁଝ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ରାଜ୍ୟର ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି ପ୍ରସଙ୍ଗ ଉଠାଇ ନିଜ ଦଳର ମନ୍ତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ରାଜ୍ୟରେ ଅବକାରୀ ନୀତି ପ୍ରସ୍ତୁତ କରିବା ସମୟରେ ମହିଳାଙ୍କ ଭାବାବେଗ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଆଜି ବିଧାନସଭାରେ ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୌମ୍ୟଙ୍କ ଏଭଳି ପରାମର୍ଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନକାଳରେ ବିଧାୟକ ମୋହନ ଚରଣ ମାଝୀଙ୍କ ମଦରୁ ରାଜସ୍ୱ […]

soumya-ranjan-

soumya-ranjan-

Tapas Behera
  • Published: Monday, 22 July 2019
  • Updated: 22 July 2019, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ରାଜ୍ୟର ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି ପ୍ରସଙ୍ଗ ଉଠାଇ ନିଜ ଦଳର ମନ୍ତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ରାଜ୍ୟରେ ଅବକାରୀ ନୀତି ପ୍ରସ୍ତୁତ କରିବା ସମୟରେ ମହିଳାଙ୍କ ଭାବାବେଗ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଆଜି ବିଧାନସଭାରେ ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୌମ୍ୟଙ୍କ ଏଭଳି ପରାମର୍ଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରଶ୍ନକାଳରେ ବିଧାୟକ ମୋହନ ଚରଣ ମାଝୀଙ୍କ ମଦରୁ ରାଜସ୍ୱ ଆୟ ସଂକ୍ରାନ୍ତ ପ୍ରଶ୍ନ ଉପରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିରିକ୍ତ ପ୍ରଶ୍ନ ଉପସ୍ଥାପନ କରି ରାଜ୍ୟ ସରକାରଙ୍କୁ ନିଜର ଦାୟିତ୍ୱବୋଧ କଥା ଚେତାଇ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏ ସରକାର ବାରମ୍ବାର କ୍ଷମତାକୁ ଆସିବାର ମୂଳ କାରଣ ହେଉଛି ମହିଳାମାନେ ବହୁଳ ଭାବେ ବିଜେଡିକୁ ଭୋଟ୍ ଦେଉଛନ୍ତି। ରାଜ୍ୟ ଜନସଂଖ୍ୟାର ୫୦ ପ୍ରତିଶତ ହେଉଛନ୍ତି ମହିଳା। ତେଣୁ ମହିଳାଙ୍କ ଆବେଗକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଅବକାରୀ ନୀତି ପ୍ରସ୍ତୁତ କରିବା ଉଚିତ୍। ମହିଳାମାନେ ଗାଁ ଗହଳିରେ ମଦ କାରବାରକୁ ବିରୋଧ କରୁଛନ୍ତି। କାରଣ ମଦ ପିଇବା ଯୋଗୁ ପରିବାରରେ ଅଶାନ୍ତି ଦେଖାଦେବା ସହ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି।

ତେଣୁ ରାଜ୍ୟ ସରକାର ଏକ ନିରପେକ୍ଷ ସଂସ୍ଥା ମାଧ୍ୟମରେ କଷ୍ଟ ବେନିଫିଟ୍ ଆନାଲିସିସ୍ କରି ଅବକାରୀ ନୀତି ପ୍ରସ୍ତୁତ କରିବା ଉଚିତ୍। ଅନେକ ସମୟରେ ମଦ ପିଇ ଲୋକମାନେ ରାସ୍ତା ଦୁର୍ଘଟଣାର ଶିକାର ହେଉଛନ୍ତି। ହସ୍ପିଟାଲଗୁଡ଼ିକ ଉପରେ ଏଥିପାଇଁ ଚାପ ବଢ଼ିଥାଏ। କେହି ଯଦି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିକଟତମ ଲୋକ ହୋଇଥିବ ତା’ହେଲେ ସରକାରୀ ହସ୍ପିଟାଲକୁ ଫୋନ୍ କରି ଚାପ ପକାଯାଉଛି । ଆଉ ଆଇସିୟୁରେ ରହୁଥିବା ଗରିବ ଲୋକକୁ ତଳେ ପକାଇ ମଦ ପିଇ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆଗ୍ରାଧିକାର ଭିତ୍ତିରେ ଚିକିତ୍ସା କରାଯାଉଛି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏବଂ ମହିଳାଙ୍କ ଆବେଗକୁ ଲକ୍ଷ୍ୟ ରଖି ନିଜର ଅବକାରୀ ନୀତି ଆଣିବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ତେବେ ଏହାର ଉତ୍ତରରେ ଅବକାରୀ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ଏସବୁ ପରାମର୍ଶକୁ ସେ ଅନୁଧ୍ୟାନ କରିବେ। ଯଦି ତାହା ଠିକ୍ ଥିବ ତା’ହେଲେ ତା'କୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story