ଇଚ୍ଛା ପ୍ରବଳ କହିବାରେ ଦୁର୍ବଳ

  • Published: Sunday, 02 July 2023
  • , Updated: 02 July 2023, 12:14 PM IST

ଲାଗୁଛି ବାବୁ ଭର୍ତ୍ତୃହରିଙ୍କ ଇସାରା କାଫି ହୈ । 5T ପ୍ରସଙ୍ଗରେ କହିଲେ ଅବ୍ୟାପାରରେ ବ୍ୟାପାର। କେବଳ ଓଡ଼ିଶା ନୁହେଁ ତାମିଲନାଡୁରେ ବି ସଚିବ ରାଜ୍ । DOPTରୁ ଚିଠି ଆସିଛି, ହେଲେ ଆମ ଭାବନାରେ କ’ଣ କିଛି ହେଉଛି ? ନୂଆ କଥା ନୁହେଁ ରାଜନୀତିରେ ପ୍ରାଶାସନିକ ହସ୍ତକ୍ଷେପ ।

Related story