ଜ୍ୱାଇଁ ଦୁଇ ଦିନିଆ, ବୋହୂ ସବୁ ଦିନିଆ

  • Published: Monday, 26 June 2023
  • , Updated: 26 June 2023, 01:28 PM IST

ପ୍ରଥମ ଥର ପାଇଁ ବିଜେଡି ଭିତରୁ 5T ସବିବଙ୍କ ଗସ୍ତକୁ ନେଇ କୌଣସି ନେତାଙ୍କର ଏତେ ବଡ଼ ମତ। ବୋହୂ ସବୁଦିନିଆ ଜ୍ୱାଇଁ ଦୁଇ ଦିନିଆ। ମୁଖ୍ୟମନ୍ତ୍ରୀ ଜଣେ ଭଲ ଛାତ୍ର। ଭଲ ଛାତ୍ର କାହିଁକି ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି ବୋଲି ସମ୍ପାଦକୀୟରେ ଲେଖି ସୌମ୍ୟ ମାରିଛନ୍ତି ସାଙ୍ଘାତିକ ବାଣ।

Related story