ପେଟ୍ରୋଲ ପମ୍ପ ଆଗରେ ବିଜେଡି କର୍ମୀଙ୍କ ଧାରଣା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ବଢ଼ି ଚାଲିଛି। ଏହାକୁ ପ୍ରତିବାଦ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଉଛି। ବିଜେଡି କର୍ମୀମାନେ ଲିଫଲେଟ୍ ବାଣ୍ଟି ଲୋକଙ୍କୁ ଏନେଇ ସଚେତନ କରାଉଛନ୍ତି।</p>

Ordigital Desk
  • Published: Saturday, 07 April 2018
  • Updated: 07 April 2018, 10:57 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ବଢ଼ି ଚାଲିଛି। ଏହାକୁ ପ୍ରତିବାଦ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଉଛି। ବିଜେଡି କର୍ମୀମାନେ ଲିଫଲେଟ୍ ବାଣ୍ଟି ଲୋକଙ୍କୁ ଏନେଇ ସଚେତନ କରାଉଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos