ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ବାଚସ୍ପତ୍ତି ପାଇଁ ଏନ୍‌ଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବିଜେଡି। ବିଜେଡି ଭଳି ଓ୍ୱାଇଏସଆର କଂଗ୍ରେସ ଓ  ଏଆଇଏଡିଏମ୍‌କେ, ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି ସମେତ ୧୦ଟି ଦଳ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଆଜି ଲୋକସଭାରେ ବିଜେଡି ସଂସଦୀୟ ଦଳ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ […]

tbn-

tbn-

Tapas Behera
  • Published: Tuesday, 18 June 2019
  • Updated: 18 June 2019, 01:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ବାଚସ୍ପତ୍ତି ପାଇଁ ଏନ୍‌ଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବିଜେଡି। ବିଜେଡି ଭଳି ଓ୍ୱାଇଏସଆର କଂଗ୍ରେସ ଓ  ଏଆଇଏଡିଏମ୍‌କେ, ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି ସମେତ ୧୦ଟି ଦଳ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଆଜି ଲୋକସଭାରେ ବିଜେଡି ସଂସଦୀୟ ଦଳ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ସେହିପରି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆସନ୍ତାକାଲି ବୈଠକ ହେବାକୁ ଥିବାବେଳେ ଏ ସମ୍ପର୍କରେ ମତ ରଖି ପିନାକୀ କହିଛନ୍ତି, ପୂର୍ବରୁ ମଧ୍ୟ ଦଳ ଏହି ପ୍ରସଙ୍ଗରେ ସହମତ ବୋଲି କହି ଆସିଛି। ଆଗକୁ ମଧ୍ୟ ସେହି ଆଭିମୁଖ୍ୟ ବଜାୟ ରହିବ।”

ଲୋକସଭାର ଉପବାଚସ୍ପତି ପଦ ପାଇଁ ଯଦି କୌଣସି ପ୍ରସ୍ତାବ ଆସେ, ତାହାଲେ ଦଳର ସଭାପତି ନିଷ୍ପତ୍ତି ନେବେ ବୋଲି ପିନାକୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story